Month: June 2025

କପାଖାଲ ଗାଁ ନିକଟରେ ବାଇକ ଦୁର୍ଘଟଣା, ଦୁଇ ଗୁରୁତର।

କପାଖାଲ ଗାଁ ନିକଟରେ ବାଇକ ଦୁର୍ଘଟଣା, ଦୁଇ ଗୁରୁତର। ଆର,ଉଦୟଗିରି(ମନୋଜ କୁମାର ପାଢୀ/ ୨୯/୬/ବାଇକ ଦୁର୍ଘଟଣା ରେ ଦୁଇ ଗୁରୁତର, ମୋହନା ମେଡିକାଲ ରେ ଭର୍ତ୍ତି, ଏଭଳି ଅଭାବନୀୟ ଘଟଣା ଦେଖୁବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କପାଖାଲ…

ବହୁ ଚର୍ଚ୍ଚିତ ରାମଚନ୍ଦ୍ର ହତ୍ୟା ଘଟଣାର ପର୍ଦାଫାଶ….. ଗଜପତି ପୋଲିସ ଦ୍ୱାରା ୨ ଗିରଫ

ବହୁ ଚର୍ଚ୍ଚିତ ରାମଚନ୍ଦ୍ର ହତ୍ୟା ଘଟଣାର ପର୍ଦାଫାଶ….. ଗଜପତି ପୋଲିସ ଦ୍ୱାରା ୨ ଗିରଫ ଗଜପତି :୨୯/୬(ମନୋଜ ପାଢୀ)ଗଜପତି ଜିଲ୍ଲାର ବହୁ ଚର୍ଚ୍ଚିତ ରାମଗିରି ଥାନା କଡ଼ମାସିଂ ଗାଁର ରାମଚନ୍ଦ୍ର ନାୟକ (୩୫)ଙ୍କ ହତ୍ୟା ଘଟଣା ମାମଲାର ପର୍ଦାଫାଶ ହୋଇଛି ।…

ହିଲଟପ ସ୍ନାତକ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ରାଜ୍ୟସ୍ତରୀୟ ସଂପାନ,ଭାଷା ନନ୍ଦିଘୋଷର ସାରଥୀ ।

ହିଲଟପ ସ୍ନାତକ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ରାଜ୍ୟସ୍ତରୀୟ ସଂପାନ,ଭାଷା ନନ୍ଦିଘୋଷର ସାରଥୀ । ଆର,ଉଦୟଗିରି(ମନୋଜ କୁମାର ପାଢୀ) -ଭାଷା ହେଉଛି ନନ୍ଦିଘୋଷର ସାରଥୀ।ଓଡ଼ିଆ ଭାଷାର ସମୃଦ୍ଧ ପରମ୍ପରା ରହିଛି। ଏହା ଏକ ଶାସ୍ତ୍ରୀୟ ମାନ୍ୟତା ପୂର୍ଣଭାଷା।ଯେଉଁ ଜାତିର ଭାଷା…

ମୋହନା ଅଞ୍ଚଳରେ ଘୋଷ ଯାତ୍ରା ।

ମୋହନା ଅଞ୍ଚଳରେ ଘୋଷ ଯାତ୍ରା । ଆର,ଉଦୟଗିରି (ମନୋଜ କୁମାର ପାଢୀ) ଗଜପତି ଜ଼ିଲ୍ଲା ମୋହନା ବ୍ଳକର ମୋହନା, ଚନ୍ଦ୍ରଗିରି ଓ ନଳାଘାଟ ଗ୍ରାମରେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ମହାଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି l…

ପାଗଳ କୁକୁର କାମୁଡ଼ାରେ ୩ ମହିଳା ଗୁରୁତର l

-ପାଗଳ କୁକୁର କାମୁଡ଼ାରେ ୩ ମହିଳା ଗୁରୁତର l ଆର,ଉଦୟଗିରି(ମନୋଜ କୁମାର ପାଢୀ) -ପାଗଳ କୁକୁର କାମୁଡ଼ାରେ ୩ ମହିଳା ଗୁରୁତର । ଗଜପତି ଜିଲ୍ଲା ଅଡବା ଥାନା ଗୁଲୁବା ଗାଲିମେରା ଗାଁରେ ବୁଲି ବୁଲି ପାଗଳା କୁକୁର କାମୁଡ଼ାରେ ଗାଁର…

ଶରଧାବାଲି ଦଳାଚକଟାରେ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ: ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ!

ଭୁବନେଶ୍ବର: ପୁରୀର ଶରଧାବାଲିରେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ବେଳେ ଆଜି ଭୋର୍‌ରୁ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତ୍ୟନ୍ତ ବ୍ୟଥିତ ହୋଇ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏ ଘଟଣାରେ ବ୍ୟକ୍ତିଗତ ଭାବେ ତଥା…

କୋରାପୁଟ ଜିଲ୍ଲା ସୀମାନ୍ତ ଗ୍ରାମ କୋଟିଆରେ ଆନନ୍ଦ ଉଲ୍ଲାସର ସହ ପାଳନ ହୋଇଛି ପବିତ୍ର ରଥଯାତ୍ରା।

କୋରାପୁଟ ଜିଲ୍ଲା ସୀମାନ୍ତ ଗ୍ରାମ କୋଟିଆରେ ଆନନ୍ଦ ଉଲ୍ଲାସର ସହ ପାଳନ ହୋଇଛି ପବିତ୍ର ରଥଯାତ୍ରା। କୋଟିଆ ରଥଯାତ୍ରାରେ ସାମିଲ ହେଲେ ୫ ବରିଷ୍ଠ ମନ୍ତ୍ରୀ । ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଶ୍ରୀ ସୁରେଶ…

ସମ୍ମନିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ବାରା “ଧରତି ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ” ମାଧ୍ୟମରେ ଗଜପତି ଜିଲ୍ଲାର ବିକାଶ

ସମ୍ମନିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ବାରା “ଧରତି ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ” ମାଧ୍ୟମରେ ଗଜପତି ଜିଲ୍ଲାର ବିକାଶ ଗଜପତି:୨୬/୬ (ମନୋଜ ପାଢୀ-ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ପାରଳାଖେମୁଣ୍ଡି ଦ୍ବାରା କାର୍ଯକାରୀ ହେଉଥିବା “ଧରତି ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ…

ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ପିଅନଙ୍କ ମାଡ଼, ତାତିଲେ ଅଭିଭାବକ….. ସ୍କୁଲରେ ପଡିଲା ତାଲା ।

ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ପିଅନଙ୍କ ମାଡ଼, ତାତିଲେ ଅଭିଭାବକ….. ସ୍କୁଲରେ ପଡିଲା ତାଲା । ଆର,ଉଦୟଗିର:୨୯/୬(ମନୋଜ କୁମାର ପାଢୀ)ଗଜପତି ଜିଲ୍ଲାରେ ଜଣେ ନିଶାସକ୍ତ ପିଅନଙ୍କ ମାଡ଼ରେ ପ୍ରଥମ ଶ୍ରେଣୀର ଜଣେ ଛାତ୍ର ଆହତ ହୋଇଛନ୍ତି. ଘଟଣା ନେଇ ଅଭିଭାବକଙ୍କ ଠାରେ ତୀବ୍ର…

ଦୋଷୀଙ୍କୁ ଗିରଫ ଦାବିରେ ଥାନା ଘେରାଉ କରେ ଶତାଧୀକ ମହିଳା ଓ ପୁରୁଷ।

ଦୋଷୀଙ୍କୁ ଗିରଫ ଦାବିରେ ଥାନା ଘେରାଉ କରେ ଶତାଧୀକ ମହିଳା ଓ ପୁରୁଷ। ଆର, ଉଦୟଗିରି(ମନୋଜ କୁମାର ପାଢୀ) ତା ୨୭/୦୬/୨୦୨୫, ଗଜପତି ଜିଲ୍ଲା ରାମଗିରି ଥାନା ନୁଆସାହି ର ଏକ ଘାଇରୁ କଡମାସିଂ ଗ୍ରାମର ରାମଚନ୍ଦ୍ର ନାୟକ ନାମକ ଏକ…