ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଭାବେ ଡାକ୍ତର କୁବେର ଚନ୍ଦ୍ର ମହାନ୍ତ ଯୋଗ ଦେଇଛନ୍ତି। ତାଂକୁ ସୌଜନ୍ୟ ମୂଳକ ସାକ୍ଷାତ କରି ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମର୍ଦ୍ଧିତ କରିଥିଲେ , ନିଷ୍ଠା ପରିବାର ର ଉପଦେଷ୍ଟା ଆଶିଷ କର, ସଭାପତି ଅଶ୍ୱିନୀ ତ୍ରିପାଠୀ ଓ କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ। ବିଭିନ୍ନ ସମସ୍ୟା ବିଷୟ ରେ ଆଲୋଚନା କରିବା ସହ ତାର ସମାଧାନ ନିମନ୍ତେ ଅନୁରୋଧ କରିଥିଲେ। “ନିଷ୍ଠା ପରିବାର” ।

By admin

Leave a Reply

Your email address will not be published. Required fields are marked *