କୁନି ଝିଅ ନିକିତାଙ୍କୁ ଭେଟିଲେ ଚାଇଲଡ ହେଲ୍ପ ଲାଇନ ।

କୁନି ଝିଅ ନିକିତାଙ୍କୁ ଭେଟିଲେ ଚାଇଲଡ ହେଲ୍ପ ଲାଇନ ।

ଗଜପତି (ମନୋଜ କୁମାର ପାଢୀ) : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପଞ୍ଚାୟତ ଗାଇବା ଓଡ଼ିଆ ସାହି ରେ ଏକ ଅଭାବନୀୟ ଘଟଣା ଘଟିଥିଲା ସ୍ୱାମୀ ନିଜ ସ୍ତ୍ରୀ ଉପରେ ସନ୍ଧେହ ରଖି ପଥର ଛେଚି ପ୍ରାଣରେ ମାରିଦେବା ପରେ ନିଜେ ମଧ୍ୟ ଏକ କାଜୁ ଜଙ୍ଗଲ ରେ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ ଉଭୟ ସ୍ୱାମୀ ସ୍ତ୍ରୀ ର ଏକ କୁନି ଝିଅଟିଏ ଥିଲା ନିକିତା ପାଇକ ବୟସ ୫ ବର୍ଷ ବର୍ତ୍ତମାନ ସେହିଁ ଝିଅ ବାପା ମା କୁ ହରାଇ ଅନାଥ ହୋଇଥିବା ବେଳେ ଖବର ଶୁଣି କଲେକଟର ଅଫିସ ରୁ ଚାଇଲଡ ହେଲ୍ପ ଲାଇନ ରୁ ଆଜି ସୁପରଭାଇଜର ସୁରାଜ ଲିମା ଗାଇବା ମୃତକଙ୍କ ପରିବାର କୁ ଭେଟି ସେହି କୁନି ଝିଅ ବିଷୟରେ ପଚରା ଉଚାରା କରି ସେହି କୁନି ଝିୟଙ୍କୁ ଚାଇଲଡ ହେଲ୍ପ ଲାଇନ କୁ ପଠେଇବା ପାଇଁ ପରାମର୍ଶ କରିଲେ କିନ୍ତୁ ମୃତଙ୍କ ପରିବାର ଆମେ ଏ ବିଷୟରେ ଚିନ୍ତା କରିବୁ କହି କିଛିଦିନ ସମୟ ମାଗିଲେ ସୁପରଭାଇଜର ସୁରାଜ ଲିମା ମୃତକଙ୍କ ପରିବାର କୁ ସାନ୍ତ୍ଵନା ଦେଲେ ।

Leave a Reply

Your email address will not be published. Required fields are marked *