ବଡ଼ବଜାର ହତ୍ୟାକାଣ୍ଡ ଅଭିଯୁକ୍ତ ୫ ଗିରଫ।

ବଡ଼ବଜାର ହତ୍ୟାକାଣ୍ଡ ଅଭିଯୁକ୍ତ ୫ ଗିରଫ।

ଗତ ସୋମବାର ବିଳମ୍ବିତ ରାତିରେ ବଡ଼ବଜାର ଥାନା ଅର୍ନ୍ତଗତ ଜଗବନ୍ଧୁ ସାହି ନିକଟରେ ଘଟିଥିବା ବିଦ୍ୟାଧର ପାଣିଗ୍ରାହୀ ହତ୍ୟାକାଣ୍ଡ ରେ ଅଭିଯୁକ୍ତ ୫ ଜଣ ଅଭିଯୁକ୍ତ ଯଥା କାଳିଆ ନାୟକ, ଭାସ୍କର ନାୟକ,ସୁଦଷ୍ଣା ନାୟକ ଓ କାର୍ତ୍ତିକେଶ୍ଵର ମେହେର ପ୍ରମୁଖ ଙ୍କୁ ବଡ଼ବଜାର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତ ମାନଙ୍କୁ ଉଠାଇ ଆଣି ଗିରଫ କରିଛନ୍ତି। ଆହୁରି ଘଟଣା ର ତଦନ୍ତ ଚାଲିଥିବା ସୁଚନା ମିଳୁଛି।

Leave a Reply

Your email address will not be published. Required fields are marked *