ନୁଆଗଡ ସମିତି ବୈଠକରେ ଅଧିକାରୀ ଅନୁପସ୍ଥିତ ନେଇ ଜନ ପ୍ରତିନୀଧି ଅସନ୍ତୋଷ ।
ନୁଆଗଡ ସମିତି ବୈଠକରେ ଅଧିକାରୀ ଅନୁପସ୍ଥିତ ନେଇ ଜନ ପ୍ରତିନୀଧି ଅସନ୍ତୋଷ । ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ନୁଆଗଡ ପଞ୍ଚାୟତ ସମିତି ସଭାଗୃହରେ ପଞ୍ଚାୟତ ସମିତିର ଦଶମ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଳକ ଅଧ୍ୟକ୍ଷା ମାଳତୀ…
