ଇଂରାଜୀ ଉପନ୍ୟାସ ଲେଖ୍ ଚର୍ଚ୍ଚାରେ ଛାତ୍ରୀ ବହି ଉନ୍ମୋଚନ କଲେ ଜିଲ୍ଲାପାଳ

_________________________ ମାତ୍ର ୧୫ ବର୍ଷ ବୟସରେ ଇଂରାଜୀ ଉପନ୍ୟାସ ଲେଖ୍ ଚର୍ଚ୍ଚାର ଶିରୋନାମା ପାଲଟିଛନ୍ତି ସେମିଳିଗୁଡ଼ା ସହର କୈଳାଶ ନଗର ଲାଇନ୍ ବାସିନ୍ଦା ଶିକ୍ଷକ ଦମ୍ପତି ଶାନ୍ତିଲତା ମଲ୍ଲିକ ଓ ଶାନ୍ତୁନ୍ଥ ମଲ୍ଲିକଙ୍କ ଝିଅ ବିଶ୍ଵଜିତା ମଲ୍ଲିକ ବିଶ୍ବଜିତାଙ୍କ ପ୍ରଥମ ଉପନ୍ୟାସ ଆୱାର ଅନ୍‌ଫିନିସଜ ଚାପୁର’ ନାମକ ଇଂରାଜୀ ଉପନ୍ୟାସକୁ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ଶୁକ୍ରବାର ଅପରାହ୍ନରେ ଉନ୍ମୋଚନ କରିଛାତ୍ରୀଙ୍କ ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିବା ସହ ଉତ୍କଳ ଭବିଷ୍ୟତ କାମନା କରିଛନ୍ତି। ସେ ଚତୁର୍ଥ । ଶ୍ରେଣୀରେ ପଢ଼ିବା ସମୟରୁ କବିତା ଲେଖୁବାକୁ ମନ ବଳାଇଥିଲେ ଓ ଉଦ୍ୟମ ଆରମ୍ଭ । କରିଥିଲେ | କିନ୍ତୁ ଏ କଥା ବାପା ମାଙ୍କ ନିକଟରେ ପ୍ରକାଶ କରିଥିଲେ । ପରବର୍ତ୍ତୀ ମୟରେ ସେ କୈଶୋର ବୟସର ପୁଅ ଝିଅଙ୍କ ମାନସିକତା ଓ ଚିନ୍ତାଧାରାକୁ ନେଇ ଉପନ୍ୟାସ ଲେଖୁବାକୁ ର ଯୋଜନା । କରି ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ପରେ ବିଶ୍ବଜିତାବହିଲେଖା ଆରମ୍ଭ କରି ମ ମାତ୍ର ଦୁଇ ମାସରେ ଲେଖା ଶେଷ କରିଥିବା ତାଙ୍କ ତାଙ୍କ ମା ଶାନ୍ତିଲତା ମଲ୍ଲିକ କହିଛନ୍ତି । ଝିଅର ଏପରି ରି ରୁଚି ଦେ ଦେଖ୍ ସେମାନେ ମଧ୍ୟ ସହଯୋଗ କରୁଥିବା କହିଛନ୍ତି I I ଅନ୍ୟ ପକ୍ଷରେ କବିତା ଓ ଉପନ୍ୟାସ ଲେଖୁବା ତାଙ୍କର おいの? ଇଛା ଯାହା ଆଳି ସକାର ହୋଇଛି ବୋଲି ବିଶ୍ବଜିତା କହିଛନ୍ତି । ତାଙ୍କ ବହି ଉନ୍ମୋଚନ ପାଇଁ ଜିଲ୍ଲାପାଳ ସମୟ ଦେଇଥିବାରୁ ସେ ଜିଲ୍ଲାପାଳ ଭି କାରି ଭାସନଙ୍କୁ କୃତଜ୍ଞତା ଖାଇଛନ୍ତି। ସେମିଳିଗୁଜା ଦେଓମାଳି ପବ୍ଲିକ ସ୍କୁଲରୁ କୃତିତ୍ବର ସହ ଚଳିତ ବର୍ଷ ଦଶମ ଶ୍ରେଣୀ ପାସ୍‌ କରିଛନ୍ତି I ଭବିଷ୍ୟତରେ ଜଣେ ଡାକ୍ତର ହେବାକୁ ସେ ଲକ୍ଷ୍ୟ ରଖୁଛନ୍ତି, ହେଲେ ସେ ଉପନ୍ୟାସ ଓ କବିତା ଲେଖା ମଧ୍ୟ ଜାରି ରଖିବେ ବୋଲି କହିଛନ୍ତି । ଆଉ କିଛି ଦିନ ନ ମଧ୍ୟରେ ତାଙ୍କର ଏକ କବିତା ସଙ୍କଳନ ଉନ୍ମୋଚନ ହେବ ଏତେ କମ୍ ବୟସରେ ବିଶ୍ଵଜିତା ଇଂରାଜୀ ଉପନ୍ୟାସ ଲେଖ୍ ଯୁବପିଢ଼ିଙ୍କୁ ଯେଉଁ ବାର୍ଭା ଦେଇଛନ୍ତି ତାହା ପ୍ରତ୍ୟେକଙ୍କ ପାଇଁ ଏକ ଉଦାହରଣ ହେବ ବୋଲି ସାଧାରଣରେ ମତ!

By admin

Leave a Reply

Your email address will not be published. Required fields are marked *