୩୦/୦୫: ଭୁବନେଶ୍ୱର ଗ୍ରାମ୍ୟ ଉନ୍ନୟନ ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ମୁଖ୍ୟ ଯନ୍ତ୍ରୀ। ଆଉ ଦୁଇ ଦିନ ପରେ ଅବସର ନେଇଥାନ୍ତେ। ଅବସର ନେବା ପୂର୍ବରୁ ହିଁ ଭିଜିଲାନ୍ସ ଜାଲରେ ଫସ ଯାଇଛନ୍ତି।**ଅନୁଗୁଳ, ପୁରୀ ଓ ଭୁବନେଶ୍ୱର ସ୍ଥିତ ଘରେ ଏକକାଳୀନ ଚଢ଼ାଉ କରାଯାଇଛି। ଅନୁଗୁଳ* *କରଡାଗାଡିଆରେ ଥିବା ଦୁଇ ମହଲା କୋଠା, ଲୋକେଇପାସିରେ ଥିବା ପୈତୃକ ଘର, ମାଟିଆ ସାହିରେ ଥିବା ଦୁଇ ମହଲା ଘରର, ଶିକ୍ଷକପଡାରେ ଥିବା ସମ୍ପର୍କୀୟଙ୍କ ଘର, ପୁରୀର ପିପିଲି ରେ ଥିବା ଫ୍ଲାଟ, ଭୁବନେଶ୍ୱରର ଡୁମୁଡୁମାରେ ଥିବା ଫ୍ଲାଟ ଓ ତାଙ୍କ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ କରାଯାଇଛି।*

By admin

Leave a Reply

Your email address will not be published. Required fields are marked *