ସମାଜ ସେବା ଓ ଶିକ୍ଷା ନିମନ୍ତେ ସମ୍ମାନ ଯୋଗ୍ୟ ଡକ୍ଟରେଟ ଉପାଧି ରେ ସମ୍ମାନିତ ହେଲେ ଡମ୍ବୁରଧର ଓ ରାଜୁ ପାଲ

ସମାଜ ସେବା ଓ ଶିକ୍ଷା ନିମନ୍ତେ ସମ୍ମାନ ଯୋଗ୍ୟ ଡକ୍ଟରେଟ ଉପାଧି ରେ ସମ୍ମାନିତ ହେଲେ ଡମ୍ବୁରଧର ଓ ରାଜୁ ପାଲ

ରାୟଗଡା : ୱାର୍ଲଡ ଚାରିଟି ୱେଲଫର ଫାଉଣ୍ଡେସନ ପୃଥିବୀ ର ପୁରସ୍କାର ପ୍ରଦାନ ସଂସ୍ଥା ପକ୍ଷରୁ ଆମେରିକାନ ମେରିଟ କାଉନସିଲ ପକ୍ଷରୁ ଡ଼କ୍ଟରଟେ ଉପାଧି ରେ ଅଭିଭକ୍ତ କୋରାପୁଟ ଜ଼ିଲ୍ଲା ବହୁ ସମାଜସେବୀ, ଶିକ୍ଷକ, ଓକିଲ ସରକାରୀ କର୍ମଚାରୀ ଙ୍କୁ ପ୍ରଦାନ କରାଯାଇଛି l ଏହି ସମ୍ମାନଜନକ ଉପାଧି ରେ ଯେଉଁ ମାନଙ୍କୁ ସମ୍ମାନୀତ କରାଯାଇଛି ସେମାନେ ମଧ୍ୟରୁ ଅନ୍ୟତମ ବ୍ୟକ୍ତି ହେଲେ ଡମ୍ବରୁଧର ମାଲବିଶୋଇ ପ୍ରଧାନ ଶିକ୍ଷକ ଆଶ୍ରମ ସ୍କୁଲ ପୋଦାବାଇ ଓ ରାଜୁ ପାଲ ପ୍ରଧାନ ଶିକ୍ଷକ ଆଶ୍ରମ ସ୍କୁଲ ନେହେରୁ ପାଙ୍ଗା ଙ୍କୁ ସମାଜ ସେବା ଓ ଶିକ୍ଷା ନିମନ୍ତେ ସମ୍ମାନଜନକ ଡକ୍ଟରେଟ ଉପାଧି ରେ ୱାର୍ଲଡ ଚାରିଟି ୱେଲଫର ଫାଉଣ୍ଡେସନ ପକ୍ଷରୁଗଗନ ଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଏକ ବର୍ଣାଢ୍ୟ ଉତ୍ସବ ରେ ପ୍ରଦାନ କରାଯାଇଛ l ଡକ୍ଟରେଟ ଉପାଧି ପାଇଥିବା ରୁ ପାଳ ଙ୍କୁ ଜ଼ିଲ୍ଲା ମଙ୍ଗଳ ବିଭାଗ ଓ ଶିକ୍ଷା ବିଭାଗ ର ବିଭିନ୍ନ ସଂଗଠନ ସହିତ ମଙ୍ଗଳ ବିଭାଗ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଚନ୍ଦ୍ରପୁର ଓ ବିଷମକଟକ, କୈଳାଶପୁର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିସିକେଶନ ବାଘ, କେସିଂପୁର ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବାଙ୍ଗାରି ଓ କୋଳନରା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ମୁଣ୍ଡ ଙ୍କ ସମତେ ବହୁ ଶିକ୍ଷକ ଙ୍କ ସହିତ ସ୍ଥାନୀୟ ଜନସାଧାରଣ ଅଭିନନ୍ଦନ ଜଣାଇଛନ୍ତି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *