ଆମେରିକାନ ମେରିଟ କାଉନସିଲ ପକ୍ଷରୁ ସମ୍ମାନ ଯୋଗ୍ୟ ଡକ୍ଟରେଟ ଉପାଧି ରେ ସମ୍ମାନିତ ହେଲେ ରାୟଗଡା କୋରପୁଟ ଜ଼ିଲ୍ଲା ର ବହୁ ବ୍ୟକ୍ତି
ରାୟଗଡା : ୱାର୍ଲଡ ଚାରିଟି ୱେଲଫର ଫାଉଣ୍ଡେସନ ପୃଥିବୀ ର ପୁରସ୍କାର ପ୍ରଦାନ ସଂସ୍ଥା ପକ୍ଷରୁ ଆମେରିକାନ ମେରିଟ କାଉନସିଲ ପକ୍ଷରୁ ଡ଼କ୍ଟରଟେ ଉପାଧି ରେ ଅଭିଭକ୍ତ କୋରାପୁଟ ଜ଼ିଲ୍ଲା ବହୁ ସମାଜସେବୀ, ଶିକ୍ଷକ, ଓକିଲ ସରକାରୀ କର୍ମଚାରୀ ଙ୍କୁ ପ୍ରଦାନ କରାଯାଇଛି l ଏହି ସମ୍ମାନଜନକ ଉପାଧି ରେ ଯେଉଁ ମାନଙ୍କୁ ସମ୍ମାନୀତ କରାଯାଇଛି ସେମାନେ ହେଲେ ଲକ୍ଷ୍ମୀ ନାରାୟଣ ପାଳ ପ୍ରଧାନ ଶିକ୍ଷକ ଏସ ଏସ ଡି ଉଚ୍ଚବିଦ୍ୟାଳୟ,ତାଡ଼ମା,
ଗୋପୀନାଥ ପାଡିbବରିଷ୍ଠ ଓକିଲ ଉଚ୍ଚ ନ୍ୟାୟା ଲୟ,ଭାସ୍କର ଗମାଙ୍ଗ ପ୍ରଧାନ ଶିକ୍ଷକ ଏସ ଏସ ଡି ଉଚ୍ଚବିଦ୍ୟାଳୟ ଚନ୍ଦ୍ରପୁର, ପ୍ରଦୀପ କୁମାର ଚୌଧୁରିବରିଷ୍ଠ କୃଷି ଶିକ୍ଷକ ଏସ ଏସ ଡିଉଚ୍ଚବିଦ୍ୟାଳୟ ଚନ୍ଦ୍ରପୁର
ରାଜୁ ପାଲ ପ୍ରଧାନ ଶିକ୍ଷକ ଆଶ୍ରମ ବିଦ୍ୟାଳୟ ନେହୁର ପାଙ୍ଗା,
ଡମ୍ବୁରୁଧର ମାଲବିଶୋଇ
ପ୍ରଧାନ ଶିକ୍ଷକ ପ୍ରାଥମିକ ସେବାଶ୍ରମ ପୋଦାବାଇ,ଗଗନ ବିହାରୀ ଆଚାର୍ଯ୍ୟ ବରିଷ୍ଠ ବିଜେଡି ନେତା ତଥା ସମାଜ ସେବୀ ରମାମଗୁଡ଼ା,
ମୃତ୍ୟଞ୍ଜୟ ଶତପଥି ବରିଷ୍ଠ ଶିକ୍ଷକ, ରାମନାଗୁଡା ଉଚ୍ଚ ବିଦ୍ୟାଳୟ,।
ରବି ନାଗ ଅଡିଟର କୋରା ପୁଟ। କେ.ବାମନ ମୂର୍ତ୍ତୀ ପ୍ରଧାନ ଶିକ୍ଷକ ଏସ ଏସ ଡି ଉଚ୍ଚବିଦ୍ୟାଳୟ ଆମ୍ବାଦଳା,ପ୍ରସାନ୍ତ ରାତ୍ନାଲୁ ପ୍ରଧାନ ଶିକ୍ଷକ ଆଶ୍ରମ ବିଦ୍ୟାଲୟ ଶିବପଦର୍,
ଚନ୍ଦ୍ର ଶେଖର ପତ୍ରି ବରିଷ୍ଠ ଶିକ୍ଷକ ମାଲକାନଗିରି,ରଞ୍ଜିତ ପ୍ରଧାନ, ଅଧ୍ୟାପକକନ୍ଧମାଳ,ନବୀନ ହରିଜନ ବରିଷ୍ଠ ଶିକ୍ଷକ,ତ୍ରି ନାଥ କାଡ୍ରାକା ବରିଷ୍ଠ ଶିକ୍ଷକ କାଶିପୁର, ସନାତନ ଗମାଙ୍ଗ ବରିଷ୍ଠ ଶିକ୍ଷକ ଏସ ଏସ ଡି ଉଚ୍ଚବିଦ୍ୟାଳୟ, ତାଡମା, ଭେଙ୍କଟେଶ୍ୱର୍ ହାଲାୱା ପ୍ରଧାନ ଶିକ୍ଷକ ନବରଂପୁର
ଙ୍କୁ ୱାର୍ଲଡ ଚାରିଟି ୱେଲଫର ଫାଉଣ୍ଡେସନ ପକ୍ଷରୁ ଉପରକ୍ତ ବ୍ୟକ୍ତି ଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଏକ ବର୍ଣାଢ୍ୟ ଉତ୍ସବ ରେ ପ୍ରଦାନ କରାଯାଇଛ l ରାୟଗଡା ଜ଼ିଲ୍ଲା ମଙ୍ଗଳ ବିଭାଗ ର ଶିକ୍ଷକ ସଂଘ ପକ୍ଷରୁ ଡକ୍ଟରେଟ ଉପାଧି ରେ ସମ୍ମାନିତ ବ୍ୟକ୍ତି ଙ୍କୁ ଅଭିନନ୍ଦନ ଜଣାଇଛନ୍ତି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
