ଶ୍ରୀ ଶ୍ରୀ ନୃସିଂହ ନାଥ ବୈଶାଖା ମେଳା ରେ ଥଣ୍ଡା ପାନୀୟ ଜଳ ବଣ୍ଟନ କରାଯାଇଥିଲା ।

ଶ୍ରୀ ଶ୍ରୀ ନୃସିଂହ ନାଥ ବୈଶାଖା ମେଳା ରେ ଥଣ୍ଡା ପାନୀୟ ଜଳ ବଣ୍ଟନ କରାଯାଇଥିଲା ।

ବରଗଡ଼ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ପାଇକମାଲ ପବିତ୍ର ଶ୍ରୀ ଶ୍ରୀ ନୃସିଂହ ନାଥ ବୈଶାଖା ମେଳା ରେ ଗତ- ତା-୦୯-୦୫-୨୫ରିଖ ରୁ ତା-୧୧-୦୫-୨୫ରିଖ ତିନି ଦିନ ଧରି କବି ସୂଜାଣ ମେହେର ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ କବି ସୂଜାଣ ମେହେର ସଂସ୍କାର ଧର୍ମୀ ସେବା ପରିବାର ତରଫ ରୁ ଥଣ୍ଡା ପାନୀୟ ଜଳ ବଣ୍ଟନ କରଯାଇଥିଲା।ବୈଶାଖା ମେଳା ରେ ଆସୁଥିବା ହଜାର ହଜାର ଶ୍ରଦ୍ଧାଳୁ ଏହାର ଲାଭ ଉଠାଇଥିଲେ। ଏହି ମହତ କାମ ରେ ଯୋଗେଶ୍ଵର ମେହେର, ନେପାଲ ବାରିକ ଚୂଡ଼ାମଣି ମଲ୍ଲିକ, ମନୋରଞ୍ଜନ ମାଝୀ, ପିଙ୍କୁ ରଣା, ରାସ ବିହାରୀ ସାହୁ, ଯଶୋଦା ଭଉଣୀ, ଅଞ୍ଜଳୀ ଓ ଗାୟତ୍ରୀ ପରିବାର ର ସମସ୍ତ ସଦସ୍ୟ ଯୋଗ ଦେଇ ପାନୀୟ ଜଳ ବଣ୍ଟନ କରିଥଲେ ।

Leave a Reply

Your email address will not be published. Required fields are marked *