ବିଧାୟକଙ୍କ ଦ୍ୱାରା ଗ୍ରାମ ଦେବୀ ମନ୍ଦିରରେ ଘଣ୍ଟ ସ୍ଥାପନ

ବିଧାୟକଙ୍କ ଦ୍ୱାରା ଗ୍ରାମ ଦେବୀ ମନ୍ଦିରରେ ଘଣ୍ଟ ସ୍ଥାପନ

ରାୟଗଡା : ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଆଦର୍ଶ ପଚାୟତ ଖମାପଦର ଗ୍ରାମ ଦେବୀ ମଦିରରେ ମହା ଆଡ଼ମ୍ବର ବିହନ ମଙ୍ଗଲବାର ମହା ଧୂ ମ ଧାମ ରେ ପାଳିତ କରାଯଇଥିଲା ଚାଷୀ ମାନଙ୍କ ର ପ୍ରଥମ କରି ଚାଷ କାମ ଆରମ୍ଭ କରିବା ପୂର୍ବରୁ ମା ଗ୍ରାମଦେବୀ ଙ୍କ ପାଖରେ ପୂଜା ଅର୍ଚନା ସବୁ ବର୍ଷ ପରି ଏ ବର୍ଷ ବି ପ୍ରଥମ କରି ବହନ ମଙ୍ଗଳ ବାର ସ୍ଥାନୀୟ ଗ୍ରାମ ର ଆବାଳ ବୁଦ୍ଧ ବନୀତା ସହଯୋଗରେ ଆଜିର କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା ଉକ୍ତ ଗ୍ରାମ ର ଜଣା ଶୁଣl ମୁଖ୍ୟା କିବିରାଜ ଶ୍ରୀ ରାମ କୃଷ୍ଣ ଚୌଧୁରୀ ଙ୍କ ତତ୍ତ୍ଵବଧାନରେ ହଳଦୀ ପାଣି ଗଜମୂଆଁ ଗାଁ ପରିକ୍ରମା କରା ଯାଇଥିଲା ଏବଂ ନିର୍ବାଚନ ରେ ଲୋଡିବା ପୂର୍ବରୁ ଗୁଣପୁର ବିଧାୟକ ଶ୍ରୀଯୁକ୍ତ ସତ୍ୟଜିତ୍‌ ଗମାଙ୍ଗ ପ୍ରଥମ କରି ଆସି ଗ୍ରାମଦେବୀ ମନ୍ଦିରକୁ ଆସି ପୂଜା ଅର୍ଚନା କରି ଥିଲେ ନିର୍ବାଚିତ ହେଲାପରେ ପ୍ରଥମ କରି ଆଜି ଆସି ମା ଗ୍ରାମଦେବୀ ମନ୍ଦିର କୁ ଆସି ଘଣ୍ଟ ସ୍ଥାପନା କରିଥିଲେ ଖମାପଦର ଗ୍ରାମ ର ଆବାଳ ବୃଦ୍ଧ ବନୀତା ତଥା ବରିଷ୍ଟ ଶିକ୍ଷକ ଶ୍ରୀ ପ୍ରଦୀପ ଚୌଧୁରୀବିଧାୟକ ଙ୍କୁ ବହୁତ ପ୍ରସଂସା କରିଥିଲେ lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *