ପରାକ୍ରମ ବାଇକ୍ ରାଲୀ’ ଆୟୋଜନ କରାଯାଇଥିଲାସାରା ଭାରତ ରେ ପରାକ୍ରମ ଉସ୍ତବ୍ ପାଳନ କରାଯାଉଛି , ଏହି ପରିପ୍ରେକ୍ଷୀରେ ରାୟଗଡା ସହରର ରେ ପାଳିତ ହୋଇଯାଇଛି ପରାକ୍ରମ ଶୋଭା ଯାତ୍ରା’। ସେନା ବାହିନୀ ର ଯବାନ, ଏନ୍ ସି ସି, ପୋଲିସ ବାହିନୀ, ଓ ଶହ ଶହ ସରକାରୀ କର୍ମଚାରୀ ଉସ୍ତାହାର ସହ ବାଇକ ରାଲି ରେ ଯୋଗ ଦେଇ ଥିବା ଦେଖିବାକୁ ମିଳିଛି। ଏହି ବାଇକ୍ ରାଲି କୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରୁ ବାହାରି ସାରା ସହର ପରିକ୍ରମା କରି ଗାନ୍ଧି ପାର୍କ ସମ୍ମୁଖରେ ସମାପ୍ତ ହେଇଯାଇଥିଲା। ଜିଲ୍ଲାପାଳ ମୋହୋଦୟାଙ୍କ ଦ୍ଵାରା ଧଳା ରଙ୍ଗର ପତକା ଦେଖାଇ ଶୁଭାରମ୍ଭ କରାଯାଇ ଥିଲା। ପ୍ରକାଶଥାଉ କି ଆମର ସଶସ୍ତ୍ର ବାହିନୀର ସାହସ ଏବଂ ବୀରତ୍ୱକୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଆଜି ‘ପରାକ୍ରମ ଶୋଭା ଯାତ୍ରା’ ନାମକ ଏକ ମହାନ ବାଇକ୍ ରାଲି ଆୟୋଜନ କରାଯାଇଥିଲା। ଯେଉଁମାନେ ଆମ ସଶସ୍ତ୍ର ବାହିନୀର ଅଟଳ ସମର୍ପଣ ଏବଂ ବଳିଦାନକୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଏକାଠି ହୋଇଥିଲେ।ପରାକ୍ରମ ଶୋଭା ଯାତ୍ରା’ ହେଉଛି ସଶସ୍ତ୍ର ବାହିନୀର ଆତ୍ମା ଏବଂ ରାଷ୍ଟ୍ରକୁ ସୁରକ୍ଷା ଦେବା ପାଇଁ ପ୍ରତିବଦ୍ଧତାର ଏକ ଉତ୍ସବ ପାଳନ କରାଯାଇଥିଲା।ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ

