ସଡକ ଦୁର୍ଘଟଣାରେ ବିଜେପି ନେତାଙ୍କ ପୁତ୍ର ମୃତ

Spread the love

ସଡକ ଦୁର୍ଘଟଣାରେ ବିଜେପି ନେତାଙ୍କ ପୁତ୍ର ମୃତ

ଗୋପାଳପୁର ଥାନା ଜାତୀୟ ରାଜପଥ ରେ ଏକ ଦୁର୍ଘଟଣାରେ ବରିଷ୍ଠ ବିଜେପି ନେତା ଭବାନୀ ଶଙ୍କର ଦାଶଙ୍କ ପୁତ୍ର ସୁବାଶିସ୍ ଦାଶଙ୍କ ପରଲୋକ ହୋଇଛି ଓ ଦୁର୍ଘଟଣାଗ୍ରସ୍ତ ମହିନ୍ଦ୍ରା ଜିପ୍ ଟି ଚୁରମାର୍ ହୋଇଯାଇଛି। ଦୁର୍ଘଟଣା ରେ ମୃତ ସୁବାଶିସ୍ ଙ୍କ ମୃତ ଦେହକୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଇ ଘଟଣା ସ୍ଥଳରେ ପହଞ୍ଚି ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।