ଝୁଲୁଥିବା ଅବସ୍ଥାରେ ଶବ ଉଦ୍ଧାର।

Spread the love

ଝୁଲୁଥିବା ଅବସ୍ଥାରେ ଶବ ଉଦ୍ଧାର।

ବ୍ରହ୍ମପୁର ଜେଲ୍ ନିକଟସ୍ଥ ଏକ ଗଛରେ ଜଣେ ବ୍ୟକ୍ତିଙ୍କର ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି। କିନ୍ତୁ ତା’ର ପରିଚୟ ମିଳିପାରିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଘଟଣାର ଅନୁସଂଧାନ ଚଳାଇଛନ୍ତି।