ସେମିଳିଗୁଡା ବି.ଇ.ଓଙ୍କ ନେତୃତ୍ବରେ ବିଶାଳ ରକ୍ତଦାନ ଶିବିର।
ସେମିଳିଗୁଡା ବି.ଇ.ଓଙ୍କ ନେତୃତ୍ବରେ ବିଶାଳ ରକ୍ତଦାନ ଶିବିର। ସେମିଳିଗୁଡା.ତାରିଖ ୨୩,୪,୨୦୨୫:ସେମିଳିଗୁଡା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଚମେଲୀ ମଜୁମଦାର ଏକ ବିଶାଳ ରକ୍ତଦାନ ଶିବିର ଆୟୋଜନ କରି ଗ୍ରୀଷ୍ମ ପ୍ରବାହରେ ରକ୍ତର ଆବଶ୍ୟକତା ଥିବା ସମୟରେ ସମସ୍ତଙ୍କ ପାଇଁ ଉଦାହରଣ…