Month: April 2025

ପିପୁଲ ଫାରଓ୍ବାର୍ଡ ଫାଉଣ୍ଡେସନ ହୋଷ୍ଟେଲର ଉଦଘାଟନ କଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ।

ପିପୁଲ ଫାରଓ୍ବାର୍ଡ ଫାଉଣ୍ଡେସନ ହୋଷ୍ଟେଲର ଉଦଘାଟନ କଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ । ଆର,ଉଦୟଗିରି(ମନୋଜ କୁମାର ପାଢୀ)-: ପିପୁଲ ଫାରଓ୍ବାର୍ଡ ଫାଉଣ୍ଡେସନ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ। ଯାହା ଭୁବନେଶ୍ବରରେ ଦୀର୍ଘଦିନ ହେଲା ଗରୀବ ନିରିହ ତଥା ମାତୃପିତୃ ବିହିନ ଛୋଟ ପୁଅ…

ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୪ତମ ଜୟନ୍ତୀ ପାଳିତ

ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୪ତମ ଜୟନ୍ତୀ ପାଳିତ ରାୟଗଡ଼ ତା ୨୬.୪.୨୦୨୫. ଜିଲ୍ଲା ପ୍ରଶାସନ ତରଫରୁ ଶନିବାର ଦିନ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୪ତମ ଜୟନ୍ତୀ ସ୍ଥାନୀୟ ସଂସ୍କୃତି ଭବନ ଠାରେ ପାଳିତ…

ଆଜି ୨୪ ଦିନରେ ପହଂଚିଛି ମାଁ ବୁଢ଼ୀ ଠାକୁରାଣୀଙ୍କର ଯାତ୍ରା।

ଆଜି ୨୪ ଦିନରେ ପହଂଚିଛି ମାଁ ବୁଢ଼ୀ ଠାକୁରାଣୀଙ୍କର ଯାତ୍ରା। ଆଉ ମାତ୍ର ଦୁଇ ଦିନ ପରେ ମାଁ ବୁଢ଼ୀ ଠାକୁରାଣୀ ଚାଲିଯିବେ ଶାଶୁ ଘରକୁ। ମାଁ ଙ୍କ ବାହୁଡା଼ ସମୟ ଯେତେ ନିକଟ ହେଉଛି, ଶ୍ରଦ୍ଧାଳୁ ଭକ୍ତଙ୍କ ସଂଖ୍ୟା ସେତେ…

ରେଡକ୍ରସ ତରଫ ରୁ ଦହି ଚଲ୍ହା ବଣ୍ଟନ ସହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ମାଁ ବୁଢ଼ୀ ଠାକୁରାଣୀଙ୍କ ଅସ୍ଥାୟୀ ପୀଠ ନିକଟରେ ବ୍ରହ୍ମପୁର ଭି ଭି ଗିରି ସରକାରୀ ମହିଳା ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ଚାନ୍ଦିନୀ ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ଗାଇଡ ଓ ରେଡକ୍ରସ ତରଫ ରୁ ଦହି…

ଆତଙ୍କୀଙ୍କୁ ତ୍ରାହି ନାହିଁ

ଆତଙ୍କୀଙ୍କୁ ତ୍ରାହି ନାହିଁ.. ଆଜି ୩ ଆତଙ୍କୀଙ୍କ ଘର ଉଡ଼ାଇଲେ ଯବାନ-ପହଲଗାମ୍ ଆତଙ୍କୀ ହମଲା ପରେ ଏମାନଙ୍କ ଘରକୁ ବିସ୍ଫୋରଣ କରି ମାଟିରେ ମିଶାଇଦେଲେ-ପୁଲୱାମା, ସୋପିଆନ୍, କୁଲଗାମରେ ଆତଙ୍କୀ ଘର ଧୂଳିସାତ୍-ଗତକାଲି ୨ ଆତଙ୍କୀଙ୍କ ଘର ଭାଙ୍ଗିଥିଲେ ସୁରକ୍ଷାକର୍ମୀ

ବରଗଡ ଜିଲ୍ଲା ସ୍ତରୀୟ ଜାତୀୟ ପଂଚାୟତ ରାଜ ଦିବସ

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ସ୍ତରୀୟ ଜାତୀୟ ପଂଚାୟତ ରାଜ ଦିବସ ଓ ପାନୀୟ ଜଳଯୋଗାଣ ବିଭାଗ ୨୦୨୫ ଉପଲକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ବରଗଡ ଜିଲ୍ଲା ରେମଣ୍ଡା ପଂଚାୟତ କୁ ବରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ…

ପୁଲିସ ପେଟ୍ରଲିଂ ବେଳେ ଆର୍ଶିଲିଙ୍ଗ ଘାଟି ରେ ବିପୁଳ ପରିମାଣର ଗଞ୍ଜେଇ ସହ ବୋଲେର ଗାଡ଼ି ଜବତ ।

ପୁଲିସ ପେଟ୍ରଲିଂ ବେଳେ ଆର୍ଶିଲିଙ୍ଗ ଘାଟି ରେ ବିପୁଳ ପରିମାଣର ଗଞ୍ଜେଇ ସହ ବୋଲେର ଗାଡ଼ି ଜବତ । ଆର,ଉଦୟଗିରି(ମନୋଜ କୁମାର ପାଢୀ) ଗଜପତି ଜିଲ୍ଲା ଗାରାବନ୍ଧ ଥାନା ଅନ୍ତର୍ଗତ ଆର୍ଶିଲିଙ୍ଗ ଘାଟି ରେ ଓଡି୧୮ଇ ୫୦୫୮ ନଂବର ବିଶିଷ୍ଟ ଏକ…

ବଣ ଛତୁଖାଇ ଗୋଟିଏ ଗାଁର ୬ ଆହତ ।

ବଣ ଛତୁଖାଇ ଗୋଟିଏ ଗାଁର ୬ ଆହତ । ଆର,ଉଦୟଗିରି୨୫।୪(ମନୋଜ କୁମାର ପାଢୀ ): ବଣ ଛତୁଖାଇ ଗୋଟିଏ ଗାଁର ୫ ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି ମୋହନା ଥାନା ବଡ଼ଖଣି ଗାଁରେ। ଦିନ ୧୨ ଟା ସମୟରେ ବଡ଼ଖଣି…