ରାୟଗଡ ଏସ୍ ଏସ ଡି ହାଇସ୍କୁଲ ଠାରୁ ପହଲଗାମ୍ ଆତଙ୍କି ଆକ୍ରମଣରେ ମୃତାହତ ଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବକ ପଦଯାତ୍ରା।
ରାୟଗଡ ଏସ୍ ଏସ ଡି ହାଇସ୍କୁଲ ଠାରୁ ପହଲଗାମ୍ ଆତଙ୍କି ଆକ୍ରମଣରେ ମୃତାହତ ଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବକ ପଦଯାତ୍ରା। ଆର,ଉଦୟଗିରି(ମନୋଜ ପାଢୀ/ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ରାୟଗଡ ଏସ୍ଏସଡି ହାଇସ୍କୁଲ ଠାରୁ ଆଜି ଅପରାହ୍ନ ପାଞ୍ଚଟା ବେଳେ ପହଲଗାମ୍…
