ଝରାପାଲି ମାର୍କେଟ ୟାର୍ଡ଼ ଥୁଆପାଲି ଠାରେ ଚାଷୀ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।

ଝରାପାଲି ମାର୍କେଟ ୟାର୍ଡ଼ ଥୁଆପାଲି ଠାରେ ଚାଷୀ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ଆରଏମସି ଅନ୍ତର୍ଗତ ଝରାପାଲି ମାର୍କେଟ ୟାର୍ଡ଼ ଥୁଆପାଲି ଠାରେ ଚାଷୀ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ ସଂକ୍ରିଡା ପ୍ରାଥମିକ କୃଷି ସେବା ସମବାୟ ସମିତି ଲି ର ସଂପାଦକ ସୁବାଷ ଚନ୍ଦ୍ର ପୁରୋହିତ, ଝରାପାଲି ମାର୍କେଟ ଇନ୍ଚାଜ ଭରତ ପ୍ରଧାନ ଓ ସଂକ୍ରିଡା କୃଷି ଅଧିକାରୀ ପଂକଜିନୀ ପଣ୍ଡା ଯୋଗଦେଇ ଚଳିତ ରବି ଋତୁରେ ଚାଷୀ ମାନେ ଭଲ ଧାନ ଆଣି ଉଚିତ ମୂଲ୍ୟରେ ବିକ୍ରି କରିବା କହିଥିଲେ। ଏହି ସମୟରେ ବଡ ଚାଷୀ ଓ ଛୋଟ ଚାଷୀ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପରିଶେଷରେ ଝରାପାଲି ମାର୍କେଟ ୟାର୍ଡ଼ ର ଇନ୍ଚାଜ ଭରତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *