ଭଞ୍ଜନଗର ରେ କାଳ ବୈଶାଖୀ ପ୍ରଭାବ, ବହୁ କ୍ଷୟକ୍ଷତି ହୋଇଥିବା ସୂଚନା।

ଭଞ୍ଜନଗର ରେ କାଳ ବୈଶାଖୀ ପ୍ରଭାବ, ବହୁ କ୍ଷୟକ୍ଷତି ହୋଇଥିବା ସୂଚନା।ଆଜି ଅପରାହ୍ନରେ ସାରା ଭଞ୍ଜନଗର ଅଞ୍ଚଳରେ କାଳ ବୈଶାଖୀ ର ପ୍ରଭାବ ଅନୁଭୁତ ହୋଇଛି। ଯାହା ଫଳରେ ନିକଟସ୍ଥ ବ୍ରାହ୍ମଣପଦର ଗ୍ରାମରେ ବିଦ୍ୟୁତ୍ ଖୁଣ୍ଟ ଓପଡି ଏକ ଚଳନ୍ତା କାର୍ ଉପରେ ପଡି ଯିବାରୁ କାର୍ ଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ସାରା ଭଞ୍ଜନଗର ଅଞ୍ଚଳରେ ଗଛ ଓ ବିଦ୍ୟୁତ ଖୁଣ୍ଟ ଓପଡି ଗମନାଗମନ ଓ ବିଦ୍ୟୁତ ସରବରାହ ପ୍ରଭାବିତ ହୋଇଛି। ଏହି ଭଳି ପରିସ୍ଥିତିରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି।

Leave a Reply

Your email address will not be published. Required fields are marked *