ଗୃହରକ୍ଷୀ ଙ୍କ ଗାଡ଼ି ପୋଡ଼ି।

ଗୃହରକ୍ଷୀ ଙ୍କ ଗାଡ଼ି ପୋଡ଼ି।

ଗୋପାଳପୁର ଥାନା ରେ କାର୍ଯ୍ୟରତ ତଥା ସହରର ବାସିନ୍ଦା ଜନୈକ ଗୃହରକ୍ଷୀ ଙ୍କ ର ଗୋଟିଏ ମୋଟରସାଇକେଲ ଓ ଗୋଟିଏ ସ୍କୁଟି ଗାଡ଼ି କୁ କୌଣସି ଦୁର୍ବୃତ୍ତ ନିଆଁ ଲଗାଇଦେଇ ଚମ୍ପଟ୍ ମାରିଥିବା ଜଣାପଡିଛି। ଏହି ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଛି। ସ୍ଥାନୀୟ ଲୋକ ଏହି ଭଳି ଘଟଣା ଦେଖି ସମ୍ମିଳିତ ଭାବେ ନିଆଁ କୁ ଲିଭାଇ ଥିଲେ ମଧ୍ୟ ଉକ୍ତ ଦୁଇ ଗାଡ଼ି ସମ୍ପୁର୍ଣ୍ଣ ଜଳିଯାଇଛି। ଆଜି ସକାଳୁ ଗୋପାଳପୁର ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *