ରାଜ୍ୟ ସରକାରଙ୍କ ନିର୍ଦେଶକୁ ରା,ଉଦୟଗିରି ବ୍ଲକରେ ଅଣଦେଖା ।

ରାଜ୍ୟ ସରକାରଙ୍କ ନିର୍ଦେଶକୁ ରା,ଉଦୟଗିରି ବ୍ଲକରେ ଅଣଦେଖା ।ଆର,ଉଦୟଗିରି(ମନୋଜ କୁମାର ପାଢୀ)- ରାଜ୍ୟରେ ଗ୍ରୀଷ୍ମମ ଉତ୍ତାପ ଦିନକୁ ଦିନ ବଢୁଥିବାରୁ ରାଜ୍ୟ ସରକାରଙ୍କ ସମସ୍ତ ଅଫିସକୁ 10-4- 25 ରୁ ସକାଳୁଆ ଅଫିସ ଖୁଲିବା ନିର୍ଦେଶ କରିଛନ୍ତି । ଏହାର ବ୍ୟତିକ୍ରମ ଦେଖିବାକୁ ରା,ଉଦୟଗିରି ବ୍ଳକର ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକରେ ପୂର୍ବ ଯେପରି ଅଧିକାରୀ ବାବୁ ଅଫିସକୁ ୯.୩୦ ଆସୁଥିବା ଅଭିଯୋଗ ହେଉଛି । ଏପରି ଏହି ଅଞ୍ଚଳରେ ଥିବା କର୍ମୀମାନେ ନିଜ କେନ୍ଦ୍ରକୁ ୮.୩୦ ଯାଇ ୧୦ଟା ରେ ଘରକୁ ଫେରୁଥିବା ଅଭିଯୋଗ ହେଉଛି । ବିଭାଗୀୟ ଅଧିକାରୀ ବାବୁଙ୍କୁ ତଦାରଖ କରିବାକୁ ସମୟ ମିଳୁନି ଏହାର ସୋଜଗ ନେଇ କର୍ମୀମାନେ ନିଜଇଛା ଯାଉଥିବା ଅଭିଯୋଗ ହେଉଛି । ଆଜି ଗୋଟିଏ ଏହିପରି ଦୃଶ୍ୟ ରା,ଉଦୟଗିରି ପଞ୍ଚାୟତ ଦେଖିବାକୁ ମିଳିଛି । ଆଜି ସ୍ଥାନୀୟ ପଞ୍ଚାୟତର ବୁଢା,ବୁଢୀ ଓ ଭିନ୍ନକ୍ଷ୍ୟମ ମାନଙ୍କୁ ଭତ୍ତା ନେବାକୁ ସକାଳ ୭ ଆସି ୯ଟା ପର୍ଯ୍ୟନ୍ତ ପିଇଓ ଦେଖାମିନି ଭତ୍ତାଧାରୀ ପଞ୍ଚାୟତ ଅପେକ୍ଷା କରି ବସିରହିଥିବା ଦେଖିବାକୁ ମିଳିଥିଲା । ଏହି ବିଷୟ ନେଇ ଭତ୍ତାଧାରୀମାନେ ଅଭିଯୋଗ ପରେ ଏହାପରେ ଆମ ପ୍ରତିନିଧି ବ୍ଳକ ପଞ୍ଚାୟତ ଅଧିକାରୀଙ୍କୁ ପଚାରିବାରୁ ସେକହିଥିଲେ ପିଇଓ ଭତ୍ତା ଟଙ୍କା ଆଣିବାକୁ ବ୍ୟାଙ୍କକୁ ଯାଇଛନ୍ତି ବୋଲି କହିଥିଲେ । ଏହି ପରି ଚାଲିଛି ରାଜ୍ୟ ସରକାରଙ୍କ ସକାଳୁ ଅଫିସ କାର୍ଯ୍ୟ ଗୁଡିକ । ଦେଖିବାକୁ ବାକି ରହିଲା ଏହି ଖବର ପ୍ରକାଶ ପରେ ଜୀଲ୍ଲାପ୍ରଶାସନ କଣ କାର୍ଯ୍ୟନୁଷ୍ଠା ଗ୍ରହଣ କରୁଛନ୍ତି ।

Leave a Reply

Your email address will not be published. Required fields are marked *