ଝରାପାଲି ମାର୍କେଟ ଥୁଆପାଲି ଠାରେ ହନୁମାନ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି।

ଝରାପାଲି ମାର୍କେଟ ଥୁଆପାଲି ଠାରେ ହନୁମାନ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଝରାପାଲି ମାର୍କେଟ ଥୁଆପାଲି ହନୁମାନ ମନ୍ଦିର କମିଟି ପକ୍ଷରୁ ହନୁମାନ ଜୟନ୍ତୀ ପାଳନ ହୋଇଯାଇଛି। ଝରାପାଲି ମାର୍କେଟ ହନୁମାନ ମନ୍ଦିର ଠାରେ ହନୁମାନ କଂ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା।ଏହି ସମୟରେ ଶ୍ରଦ୍ଧାଳୁ ମାଂନକ ନିମନ୍ତେ ପ୍ରସାଦ ସେବନ କରାଯାଇଥିଲା। ପରେ ସଂନ୍ଧ୍ଯାରେ ଏକ ବିରାଟ ଶୋଭାଯାତ୍ରା ହନୁମାନ ମନ୍ଦିର ଠାରୁ ବାହାରି ଝରାପାଲି ମାର୍କେଟ ପରିକ୍ରମା କରି ଥୁଆପାଲି ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ଜୟ ଶ୍ରୀରାମ, ଜୟ ଜୟ ଶ୍ରୀରାମ ନାରା ରେ ପ୍ରକମ୍ପିତ ହୋଇଥିଲା। ଏହି ଶୋଭାଯାତ୍ରାରେ ଆଖପାଖ ଅଞ୍ଚଳରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଶହଶହ ସଂଖ୍ୟାରେ ମହିଳା, ପୁରୁଷ, ଛୋଟଛୋଟ ଶିଶୁମାନେ ସାମିଲ ହୋଇଥିଲେ। ମହା ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରାଯାଇଛି।

Leave a Reply

Your email address will not be published. Required fields are marked *