ଓଡିଶା ପକ୍ଷ ପାଳନ ଅବସରରେ ଆମ ରୁଚି ଆମ ଖାଦ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ।
ଆର,ଉଦୟଗିରି(ମନୋଜ କୁମାର ପାଢୀ)- ମୋହନା ବ୍ଲକ ଅନ୍ତର୍ଗତ ରେ କଲ୍ୟାଣ ମଣ୍ଡପ ଠାରେ ଏକ ଓଡ଼ିଆ ପକ୍ଷ ପାଳନ , ଆମ ରୁଚି ଆମ ଖାଦ୍ୟ ଦିବସ ପାଳନ କରା ଗଲା ଓଡ଼ିଶା ଜୀବିକା ମିଶନ ଦ୍ବାରା ପରିଚାଳନା କରା ଯାଇଥିଲା ଏଥିରେ ବିଭିନ୍ନ ପ୍ରକାର ର ଖାଦ୍ୟ shg ଗ୍ରୁପ୍ ମାନେ ଆଣି ଥିଲେ ଓଡ଼ିଆ ଖାଦ୍ୟ ରେ କଲ୍ୟାଣ ମଣ୍ଡପ ଟି ମୋହକୁଥିଲ ଏଥିରେ ମୁଖ୍ୟ ଅତିଥି ଭାବେ BO education dipartment ର ଏବଂ ମୋହନା ର ବୁଦ୍ଧି ଯିବି ଯୋଗ ଦେବା ସହ ମୋହନା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଯୋଗ ଦେଇଥିଲେ ବହୁତ୍ ଆଡମ୍ବର ରେ ପାଳନ କରାଯାଇଥିଲା ଏବଂ ସମସ୍ତ SHG ଗ୍ରୁପ୍ ମାନଙ୍କୁ ପୁରସ୍କୃତ କରା ଯାଇଥିଲା ଏଥିରେ ବ୍ଲକ୍ ର ଓଡ଼ିଶା ଜୀବିକା ମିଶନ ର ସମସ୍ତ କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ
