ଗଜପତି ଜିଲ୍ଲାରେ ନୂତନ DFO ଭାବେ ଦାୟିତ୍ଵ ଗ୍ରହଣ କଲେ IFS କେ ନାଗରାଜୁ।

Spread the love

ଗଜପତି ଜିଲ୍ଲାରେ ନୂତନ DFO ଭାବେ ଦାୟିତ୍ଵ ଗ୍ରହଣ କଲେ IFS କେ ନାଗରାଜୁ।

ଆର,ଉଦୟଗିରି (ମନୋଜ ପାଢୀ)ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ବନ ଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାରେ ନୂତନ DFO ଭାବେ IFS କେ ନାଗରାଜୁ ଦାୟିତ୍ଵ ଗ୍ରହଣ କରି ଥିବା ଆଜି ସକାଳ ଦଶଟା ବେଳେ ବିଭାଗୀୟ ଅଧିକାରୀଙ୍କ ପାଖରୁ ସୂଚନା ରହିଛି। ବହୁ ଦିନ ଉକ୍ତ ପଦବୀ ଟି ଖାଲି ରହିଥିବା ବେଳେ ଶ୍ରୀ ନାଗରାଜୁ ଏହି ଦାୟିତ୍ଵ ଗ୍ରହଣ କରି ଥିବା ବେଳେ ସେ ନିଜର ଦାୟିତ୍ଵ ସଠିକ ଭାବେ ତୁଲାଇବେ ବୋଲି କହିଛନ୍ତି।