ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା ।

ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା । ରଥରେ ଶ୍ରୀଲିଙ୍ଗରାଜ ଯିବେ ମାଉସୀଘର‌, ଭଗବାନ ଓ ଭକ୍ତଙ୍କ ମହାମିଳନରେ ଉଛୁଳି ଉଠିବ ରଥଦାଣ୍ଡ।

Leave a Reply

Your email address will not be published. Required fields are marked *