ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଆଦେଶ।

ଗତ ୨୦୨୩ ମସିହାରେ ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀନଗର ଅଞ୍ଚଳରେ ରଙ୍କ ସେଠୀ ନାମକ ଜଣେ ବ୍ୟକ୍ତିକୁ ହତ୍ୟା କରିଥିବା ଅଭିଯୋଗ ରେ ପୋଲିସ ବାପିନି ସାହୁ ନାମକ ଜଣେ ଯୁବକ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଆଜି ଜିଲ୍ଲା ଦୌରାଜଜଙ୍କ ଅଦାଲତ ରେ ଉକ୍ତ ମାମଲାର ବିଚାରଣା ସମାପ୍ତି ଘଟିଛି। ଉକ୍ତ ମାମଲାରେ ଜେଲ୍ ରେ ବନ୍ଦୀ ଜୀବନ ବିତାଉଥିବା ଅଭିଯୁକ୍ତ ବାପିନି କୁ ମାନ୍ୟବର ଜିଲ୍ଲା ଜଜ୍ ସମସ୍ତ ସାକ୍ଷୀଙ୍କ ବୟାନ କୁ ଭିତ୍ତି କରି ଆଜୀବନ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ.

By admin

Leave a Reply

Your email address will not be published. Required fields are marked *