108 କୁଣ୍ଡିୟ ମହାଯଂଜ୍ଞ କୁ ଆସିବା ନିମନ୍ତେ ମନ୍ତ୍ରୀ ଙ୍କୁ ଭେଟିଲେ ମିଟ୍ସ ଅଧକ୍ଷ
ରାୟଗଡ(ଅମୁଲ୍ୟ ନିଶଙ୍କ ) ରାୟଗଡ ଜି ସି ଡି ଖେଳପଡ଼ିଆ ଠାରେ 31.01,01.2 ଓ 02.02 ରେ ତିନିଦିନ ଧରି ହେବାକୁ ଥିବା 108 କୁଣ୍ଡିୟ ବିଶ୍ୱ ଶାନ୍ତି ମହାଯଂଜ୍ଞ ରେ ସାମିଲ ହେବା ନିମନ୍ତେ 108 କୁଣ୍ଡିୟ ମହାଯଂଜ୍ଞ ର ଆୟୋଜକ ତଥା ମିଟ୍ସ ଅଧକ୍ଷ ବାଳ କୃଷ୍ଣ ପଣ୍ଡା ଗତ କାଲି କୃଷ୍ଣ ଚନ୍ଦ୍ର ପାତ୍ର ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ ତଥା ବିଜ୍ଞାନ ଓ କାରିଗରୀ ବିଭାଗ ଓଡିଶା ସରକାର ଙ୍କୁ ଭେଟି ନିମନ୍ତ୍ରଣ ପତ୍ର ଦେଇଛନ୍ତି ଓ 108 କୁଣ୍ଡିୟ ମହାଯଂଜ୍ଞ ରେ ସାମିଲ ହେବା ନିମନ୍ତେ ଅନୁରୋଧ କରିଛନ୍ତି l
ମନ୍ତ୍ରୀ ନିଜର ସୁବିଧା ଦେଖି ସମୟ ବାହାର କରି କୌଣସି ଏକ ଦିନ ଯଂଜ୍ଞ ରେ ସାମିଲ ହେବା ନିମନ୍ତେ ସହମତି ପ୍ରକାଶ କରିଥିବା କଥା ମିଟ୍ସ ଅଧକ୍ଷ କହିଛନ୍ତି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

