ରାଜ୍ୟପାଳ ତଥା କୁଳାଧିପତିଙ୍କ ଅନୁମୋଦନ କ୍ରମେ ରାଜ୍ୟ ସରକାର ରାଜ୍ୟର ୧୪ଟି ବିଶ୍ବବିଦ୍ୟାଳୟରେ କୁଳପତି ନିଯୁକ୍ତି କରିଛନ୍ତି।
ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ତାଲିକା
କ୍ରମିକ ସଂଖ୍ୟା
ବିଶ୍ୱବିଦ୍ୟାଳୟର ନାମ
କୁଳପତିଙ୍କ ନାମ
୧
ଉତ୍କଳ ବିଶ୍ୱବିଦ୍ୟାଳୟ
ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ
୨
ରେଭେନ୍ସା ବିଶ୍ୱବିଦ୍ୟାଳୟ
ପ୍ରଫେସର ଅର୍କ କୁମାର ଦାସ ମହାପାତ୍ର
୩
ଫକୀର ମୋହନ ବିଶ୍ୱବିଦ୍ୟାଳୟ
ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ
୪
ଧରଣୀଧର ବିଶ୍ୱବିଦ୍ୟାଳୟ
ପ୍ରଫେସର ସଞ୍ଜୟ କୁମାର ପାତ୍ର
୫
ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ
ପ୍ରଫେସର ବ୍ୟୋମକେଶ ତ୍ରିପାଠୀ
୬
ଖଲିକୋଟ ଏକକ ବିଶ୍ୱବିଦ୍ୟାଳୟ
ପ୍ରଫେସର ଅସୀମା ସାହୁ
୭
ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ
ପ୍ରଫେସର ପବନ କୁମାର ଅଗ୍ରୱାଲ୍
୮
ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ
ପ୍ରଫେସର ଶିବରାମ ତ୍ରିପାଠୀ
୯
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ
ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି
୧୦
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ
ପ୍ରଫେସର ବିଭୂତି ଭୂଷଣ ମଲିକ
୧୧
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ
ପ୍ରଫେସର ଜ୍ୟୋତ୍ସ୍ନା କେ. ବି. ରାଉତ
୧୨
ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ
ପ୍ରଫେସର ପ୍ରଭାତ କୁମାର ମହାପାତ୍ର
୧୩
ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ
ପ୍ରଫେସର ହୃଷିକେଶ ସେନାପତି
୧୪
ଓଡ଼ିଆ ବିଶ୍ୱବିଦ୍ୟାଳୟ
ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ
