୧୦୮ କୁଣ୍ଡୀୟ ବୈଦିକ ବିଶ୍ୱଶାନ୍ତି ଦେବ ମହାଯଜ୍ଞ ଆରମ୍ଭ ସୋମବାର ମୁଖ୍ୟମନ୍ତ୍ରୀ ଦେବେ ପୂର୍ଣାହୁତି
ରାୟଗଡ(info media)ତିନି ଦିନଧରି ଅନୁଷ୍ଠିତ ହେଉଥିବା ୧୦୮ କୁଣ୍ଡୀୟ ବୈଦିକ ବିଶ୍ୱଶାନ୍ତି ଦେବ ମହାଯଜ୍ଞର ପ୍ରଥମଦିନରେ ଲଳିତା ସହସ୍ରନାମ ମନ୍ତ୍ର ଧ୍ବନିରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ସହ ଆରମ୍ଭ ହୋଇଯାଇଛି 108 କୁଣ୍ଡିୟ ବୈଦିକ ବିଶ୍ଵଶନ୍ତି ମହାଯଂଜ୍ଞ । ଏହା ର ପୂର୍ଣ୍ଣାହୁତି ଆସନ୍ତା 02.02.26 ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ କରକାମl ରେ ହେବ ବୋଲି ଆୟଜକ ବାଳ କୃଷ୍ଣ ପଣ୍ଡା ସୂଚନା ଦେଇଛନ୍ତି lପ୍ରଥମଦିନ କାର୍ଯ୍ୟକ୍ରମରେ ଅତିଥିଭାବେ ରାୟଗଡ଼ା ବିଧାୟକ ଆପଲସ୍ଵାମୀ କାଡ୍ରାକା, ବି ବିଷମକଟକ ବିଧାୟକ ନୀଳମାଧବ ହିକକା, ଡିଆଏମ୍ ଅମିତାଇ ସିଙ୍ଗଲ୍, ମହାଯଜ୍ଞ ସମନ୍ବୟ ସମିତିର ଆବାହକ ତଥା ମିଟସ୍ । ଅଧକ୍ଷ ବାଳକୃଷ୍ଣ ପଣ୍ଡା, ଯୋଗୀ ଶ୍ରୀ ଚୈତନ୍ୟ ରାମଜୀ, ବିଜେପି ନେତା ୟାଲା ଭେଙ୍କେଟେଶ୍ଵର( କୋଣ୍ଡା ବାବୁ )ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜଳନ କରି ୧୦୮ କୁଣ୍ଡୀୟ ବୈଦିକ ବିଶ୍ୱଶାନ୍ତି ଦେବ ମହାଯଜ୍ଞ ପଜ୍ଞର ଆରମ୍ଭକରିଥିଲେ । ରାୟଗଡ଼ାରେ ९ог କୁଣ୍ଡୀୟ ବୈଦିକ ବିଶ୍ୱଶାନ୍ତି ଦେବ ବ ମହାଯଜ୍ଞର ଆୟୋଜନ କରି ଆଧ୍ୟାତ୍ମିକ ଜାଗ କାଗରଣ ସୃଷ୍ଟି ଓ ସାମାଜିକ ସଂସ୍କାର ଆଣିବା ପାଇଁ ମହାଯଜ୍ଞ ସମନ୍ୱୟ ସମିତିର ଆବାହକ ତଥା ତଥା ମିଟସ୍ ଗ୍ରୁପ୍ର ଅଧ୍ୟକ୍ଷ ବାଳକୃଷ୍ଣ ପଣ୍ଡା ଯେଉଁ ପରିକଳ୍ପନା କରି କରିଛନ୍ତି ତାହା ସଫଳ ହୋଇଛି ବୋଲି ଅତିଥୁମାନେ ମତବ୍ୟକ୍ତ କରିଥିଲେ। ପ୍ରଥମଦିନ ୧୦୦୮ ମହିଳାଙ୍କ ଦ୍ବାରାହନୁମାନ ହନୁମାନ ଚାଳିଶା, ଗୀତାପାଠ ଓ ଲଳିତା ସାହସ୍ରନାମ ପାରାୟଣ ୟଣ ସହ କଳସ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୧୦୮ କୁଣ୍ଡୀୟ ବୈଦିକ ବୈଦିକ ବିଶ୍ୱଶାନ୍ତି ଦେବ ମହାଯଜ୍ଞର ଶେଷଦିନ ତଥା ସୋମବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗଦେଇ ପର୍ଣାହୁତି କାର୍ଯ୍ୟକ୍ରମରେ ସାମିଲ ହେବେ। ତିନି ଦିନରେ ୩ ହଜାରରୁ ଉର୍ଦ୍ଧ ଦମ୍ପତି ଯଜ୍ଞରେ ବସିବାର କାର୍ଯ୍ୟକ୍ରମ ରହିଛି।ଅବି ବିଭକ୍ତ କୋରାପୁଟ ସମେତ ଦକ୍ଷିଣ ପଶ୍ଚିମ ଓଡ଼ିଶାର ୮ଟି ଜିଲ୍ଲା ଓ ଆନ୍ଧ୍ରପ୍ରଦେଶର ୩ଟି ଜିଲ୍ଲାର ଭକ୍ତମାନେ ସାମି ସାମିଲ୍ ହେବେ ବୋଲି ମହାଯଜ୍ଞ ପଜ୍ଞ ସମନ୍ୱୟ ସମିତିର ଆବାହକ ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି। ପ୍ରତିଦିନ ଅପରା ପରାହ୍ନରେ ଡଃ ଆଚାର୍ଯ୍ୟ ସୁଦର୍ଶନ ଦେବ ଦ, ବେଦାନ୍ତ ଓ ମହାରାଜ ରାଜ ଯୋଗଦେଇ ଇ ବେଦ, ଉପନି ପନିଷଦ ସମ୍ପର୍କରେ ରେ ପ୍ରବଚନ ଦେବେ । ଭୁବନେଶ୍ଵର ଆର୍ଯ୍ୟ ସମାଜ ଯଜ୍ଞ ପରିଚାଳନାପ୍ରମୁଖ ଇଂ ସୁବ୍ରତ ସାମଲ, ଗୁରୁକୁଳ ହରିପୁର ନୂଆପଡ଼ା ଆଶ୍ରମ ସଞ୍ଚାଳକ ଡଃ ସୁଦର୍ଶନ ଦେବ ଆଚାର୍ଯ୍ୟ, କଳାହାଣ୍ଡି ସ୍ଥିତ ଆର୍ଯ୍ୟ ସମାଜ ସଞ୍ଚାଳକ ବାନପ୍ରସ୍ଥ ପୁରୁଷୋତ୍ତମ ମୁନି ପ୍ରମୁଖ ଯୋଗଦେଇ ପ୍ରବଚନ ଦେବେ । ଏହି କାର୍ଯ୍ୟକ୍ରମରେ ଯଜ୍ଞ କମିଟି ସଂଯୋଜକ କୀର୍ତିଚନ୍ଦ୍ର ସାହୁ, ବିଶ୍ବଜିତ ପଣ୍ଡା, ଶ୍ରୀରାମ ପଣ୍ଡା, କୃଷ୍ଣଚନ୍ଦ୍ର ପଟ୍ଟନାୟକ ଓ ରାଜୁ ସାହୁ ପ୍ରମୁଖ ସହଯୋଗ କରୁଛନ୍ତି ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
