ସ୍ବର୍ଗତ ସଚିଦାନନ୍ଦ ଭୋଇ ଙ୍କ ଗଙ୍ଗାଶ୍ରାଦ୍ଧ ଅବସର ରେ ରକ୍ତ ଦାନ ଶିବିର ୩୬ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।

ସ୍ବର୍ଗତ ସଚିଦାନନ୍ଦ ଭୋଇ ଙ୍କ ଗଙ୍ଗାଶ୍ରାଦ୍ଧ ଅବସର ରେ ରକ୍ତ ଦାନ ଶିବିର ୩୬ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।

ସ୍ବର୍ଗତ ସଚିଦାନନ୍ଦ ଭୋଇ ଙ୍କ ଗଙ୍ଗାଶ୍ରାଦ୍ଧ ଅବସର ରେ ରକ୍ତ ଦାନ ଶିବିର ୩୬ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ତା-୦୮-୦୧-୨୦୨୬ରିଖ(ଗୁରୁ ବାର)ଅତାବିରା ବ୍ଲକ ଅନ୍ତର୍ଗତ ଆନନ୍ଦ କଲ୍ୟାଣ ମଣ୍ଡପ ଠାରେ ଭୋଇ ପାଲି ଗ୍ରାମ ର ସ୍ବର୍ଗତ ସଚିଦାନନ୍ଦ ଭୋଇ ଙ୍କ ଗଙ୍ଗାଶ୍ରାଦ୍ଧ ଅବସର ରେ ଭୋଇ ପରିବାର ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ସ୍ବର୍ଗତ ଭୋଇ ଙ୍କ ପୁତ୍ର ସଞ୍ଜୟ ଭୋଇ ବରେଣ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ।

ଏହି ଶିବିର ରୁ ସର୍ବମୋଟ ୩୬ୟୁନିଟ ରକ୍ତ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା।ସ୍ବର୍ଗତ ଭୋଇ ଙ୍କ ପୁତ୍ର ଚିନ୍ମୟ ଭୋଇ, ଭଣଜା ଉମେଶ ପ୍ରଧାନ, ଭୋଇ ପରିବାର ଓ ନିଷ୍ଠା ପରିବାର ର ଉପଦେଷ୍ଟା ଶ୍ରୀ ରାମ ନିବାସ ଅଗ୍ରୱାଲ ,ସଭାପତି ଅଶ୍ୱିନୀ ତ୍ରିପାଠୀ, ଦିନେଶ ପ୍ରଧାନ, ଚିତ୍ର ପ୍ରଧାନ , ରାହୁଲ ପାଣ୍ଡେ, ଝସ କେତନ ସାହୁ ଏହି ଶିବିର କୁ ସୁପରିଚାଳନା କରିଥିଲେ। ପରିସେଶ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ସ୍ବର୍ଗତ ସଚିଦାନନ୍ଦ ଭୋଇ ଙ୍କ ଧର୍ମ ପତ୍ନୀ ମଞ୍ଜରୀ ଭୋଇ ଙ୍କୁ ନିଷ୍ଠା ପରିବାର ତରଫରୁ ଏକ ସ୍ମୃତି ଫଳକ ଦେଈ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ରକ୍ତ ଦାତା, ସହଯୋଗୀ,ଶୁଭେଚ୍ଛୁ ଓ ଭୋଇ ପରିବାର ଙ୍କୁ ଆମ ନିଷ୍ଠା ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ।

ସୁନାବେଡାରେ “ସଞ୍ଜୟ ପାତ୍ର (ବିଟୁନା) ସ୍ମୃତି” ଓପେନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ
ସୁନାବେଡାରେ “ସଞ୍ଜୟ ପାତ୍ର (ବିଟୁନା) ସ୍ମୃତି” ଓପେନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ