ସୋନିଆଙ୍କୁଚିଠିଲେଖିଲେ_ମୋକିମ

ସୋନିଆଙ୍କୁଚିଠିଲେଖିଲେ_ମୋକିମ

ସୋନିଆଙ୍କୁଚିଠିଲେଖିଲେ ମୋକିମ

ଯଦି କଂଗ୍ରେସ ନିଜ ଘା’କୁ ନିଜେ ଲୁଚେଇବ, ତା’ହେଲେ ଦଳ ମଜବୁତ ହୋଇପାରିବ ନାହିଁ। ତାହା ସାରା ଭାରତ ବର୍ଷରେ ପ୍ରତିଫଳିତ ହେଉଛି। ଏହାର ସଦ୍ୟ ଉଦାହରଣ ହେଉଛି ବିହାର ନିର୍ବାଚନ। ତେଣୁ ଆମକୁ ପୋଷ୍ଟମୋର୍ଟମ କରିବାକୁ ପଡ଼ିବ: ମହମ୍ମଦ ମୋକିମ, କଂଗ୍ରେସର ପୂର୍ବତନ ବିଧାୟକ