ସେକ୍ସ ରାକେଟ ଠାବ,୫ ଯୁବକ ଓ ଯୁବତୀ ଅଟକ।
ନିମଖଣ୍ଡି ଥାନା ଅର୍ନ୍ତଗତ ଅମରାବତୀ ନଗର ଅଞ୍ଚଳରେ ବେଆଇନ କାର୍ଯ୍ୟକଳାପ ବିଷୟରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ସାହାଙ୍କ ନିର୍ଦ୍ଦେଶ କ୍ରମେ ଥିବା କର୍ମଚାରୀ ମାନେ ଚଢ଼ାଉ କରି ସେକ୍ସ କାରବାରରେ ସମ୍ପୃକ୍ତ ଦୁଇ ଯୁବତୀ ଓ ୩ ଯୁବକ କୁ ଘଟଣାସ୍ଥଳରୁ କାବୁ କରି ଥାନାରେ ରଖି ଯେରା କରୁଛନ୍ତି। ଏହି ଚଢାଉ ପରେ ଘଟଣା ର ବିସ୍ତୃତ ଅନୁସନ୍ଧାନ ଚାଲିଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।
