ସୁନାବେଡ଼ାରେ ଯୁବତୀ ଆତ୍ମହତ୍ୟା କରିବା ପରେ କୋଲାବ ନଦୀରେ ଡେଇଥିବା ଯୁବକର ମୃତଦେହ ଉଦ୍ଧାର

ସୁନାବେଡ଼ାରେ ଯୁବତୀ ଆତ୍ମହତ୍ୟା ପରେ ଯୁବକଙ୍କ ମୃତଦେହ ମିଳିଲା କୋଲାବ ନଦୀରେ

ସୁନାବେଡ଼ାରେ ଯୁବତୀ ଆତ୍ମହତ୍ୟା କରିବା ପରେ କୋଲାବ ନଦୀରେ ଡେଇଥିବା ଯୁବକର ମୃତଦେହ ଉଦ୍ଧାର

କୋରାପୁଟ ଜିଲ୍ଲାର ସୁନାବେଡ଼ା ଥାନା ଅଞ୍ଚଳରେ ଗତକାଲି ଯୁବତୀ ଜଣକ ବେକରେ ଦ‌ଉଡି ଦେଇ ଆତ୍ମହତ୍ୟା ପରେ ପ୍ରେମିକ ନିର୍ଯାତନା ଯୋଗୁଁ ଝିଅ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଥିଲେ ପରିବାର। ଅନ୍ୟପଟେ ଗତକାଲି ସଂନ୍ଧ୍ୟାରେ ମାଳି ଗୁଡ଼ା ନିକଟ କୋଲାବ ନଦୀରେ ଡେଇଁ ପଡିଥିଲେ। ଆଜି ଅପରାହ୍ନ ୪ଟା ସମୟରେ ଓଡ୍ରାଫ ପକ୍ଷରୁ ଖୋଜାଖୋଜି କରି ନିଖୋଜ ଯୁବକ ବିଶାଳ ପ୍ରଧାନଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଏନେଇ ସୁନାବେଡ଼ା ଥାନାରେ ମାମଲା ରୁଜୁ ହେବା ସହ ତଦନ୍ତ ଚାଲୁଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।