ସିଦ୍ଧାର୍ଥ ନଗର ଦ୍ୱିତୀୟ ଗଳି ନିବାସୀ ଅଶାନ୍ତି ସେଠୀଙ୍କ ସନ୍ଦେହ ଜନକ ମୃତ୍ୟୁ,

ଘରଲୋକେ ଆତ୍ମହତ୍ୟା ଅଭିଯୋଗ ଅଣୁଥିବା ବେଳେ ପୋଲିସ ହତ୍ୟା ହୋଇଥିବା ସନ୍ଦେହ କରୁଛି।ସାଇଣ୍ଟିଫିକ ଟିମ ପହଞ୍ଚି କରୁଛି ତନାଘନା । ଅନ୍ୟ ପକ୍ଷରେ ମୃତ ମହିଳାଙ୍କ ପିତା ଖଦାଳ ସେଠୀ ତାଙ୍କ ଝିଅକୁ ସାବତ ପୁଅ ଓ ବୋହୁ ମିଶି ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି।