ଶନିବାର ଠାରୁ ଯାତ୍ରୀବାହୀ ଘରୋଇ ବସ୍‌ ଚଳାଚଳ କରିବ।

ଘରୋଇ ବସ୍‌ରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କର ପାଇଁ ବଡ଼ ଖବର ଆସିଛି। ବସ୍‌ରେ ଯାତ୍ରା କରିବା ପାଇଁ ଆଉ ସେମାନେ ହଇରାଣ ହେବେ ନାହିଁ। ଅର୍ଥାତ ଆସନ୍ତାକାଲି (ଶନିବାର) ଠାରୁ ଯାତ୍ରୀବାହୀ ଘରୋଇ ବସ୍‌ ଚଳାଚଳ କରିବ।