ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ NITI ଆୟୋଗ ଭାଇସ୍‌ ଚେୟାରମ୍ୟାନ୍‌ ସୁମନ ବେରୀ ଓ ସଦସ୍ୟ ଡ. ଅରବିନ୍ଦ

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ NITI ଆୟୋଗ ଭାଇସ୍‌ ଚେୟାରମ୍ୟାନ୍‌ ସୁମନ ବେରୀ ଓ ସଦସ୍ୟ ଡ. ଅରବିନ୍ଦ

ଭୁବନେଶ୍ୱର: ଲୋକସେବା ଭବନରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ‘NITI’ ଆୟୋଗର ଭାଇସ୍‌ ଚେୟାରମ୍ୟାନ୍‌ ସୁମନ ବେରୀ ଓ ସଦସ୍ୟ ଡ. ଅରବିନ୍ଦ ବୀରମଣି ଭେଟିଛନ୍ତି। ଏହି ସମୟରେ ରାଜ୍ୟର ଉନ୍ନତି, ନୀତି ଯୋଜନା ଓ ସହଯୋଗ ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିବା