ରାଷ୍ଟ୍ରପତି ଙ୍କ ଉଦେଶ୍ୟ ରେ ଜ଼ିଲ୍ଲାପାଳ ଙ୍କ ଜରିଆରେ ବିଏସପି ପକ୍ଷରୁ ଦାବିପତ୍ର ପ୍ରଦାନ

ରାଷ୍ଟ୍ରପତି ଙ୍କ ଉଦେଶ୍ୟ ରେ ଜ଼ିଲ୍ଲାପାଳ ଙ୍କ ଜରିଆରେ ବିଏସପି ପକ୍ଷରୁ ଦାବିପତ୍ର ପ୍ରଦାନ

ରାଷ୍ଟ୍ରପତି ଙ୍କ ଉଦେଶ୍ୟ ରେ ଜ଼ିଲ୍ଲାପାଳ ଙ୍କ ଜରିଆରେ ବିଏସପି ପକ୍ଷରୁ ଦାବିପତ୍ର ପ୍ରଦାନ

ରାୟଗଡ (ଅମୁଲ୍ୟ ନିଶଙ୍କ ) : ବାହୁଜନ ସମାଜ ପାର୍ଟି ପକ୍ଷରୁ ଆଜି ଏକ 14 ଦଫା ଦାବିପତ୍ର ଭାରତ ର ରାଷ୍ଟ୍ରପତି ଙ୍କ ଉଦେଶ୍ୟ ରେ ରାୟଗଡ ଜ଼ିଲ୍ଲାପାଳ ଙ୍କ ଜରିଆରେ ପ୍ରଦାନ କରାଯାଇଛି l ଜ଼ିଲ୍ଲାପାଳ ଙ୍କ ଅନୁପସ୍ଥିତ ରେ ଅତିରିକ୍ତ ଜ଼ିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ଦାବିପତ୍ର ଗ୍ରହଣ କରିଥିଲେ l ରାୟଗଡ ଇ କଳାହାଣ୍ଡି ଜ଼ିଲ୍ଲା ହେଉଛି ଆଦିବାସୀ ଅଧିଷ୍ୟୁତ ଜ଼ିଲ୍ଲା ଏହି ଜ଼ିଲ୍ଲା ରେ ଖଣି ଖାଦନ ରେ ପରିପୂର୍ଣ୍ଣ କିନ୍ତୁ ଜ଼ିଲବାସୀ ଙ୍କ ଶିକ୍ଷା ସ୍ୱାସ୍ଥ୍ୟ ସେବା ରୁ ବଞ୍ଚିତ ସେଥିପାଇଁ ମହାମୟୀ ରାଷ୍ଟ୍ରପତି ଆମର ଏହି ଦାବି ପ୍ରତିଦୃଷ୍ଟି ଦେଇ ଉଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ବହୁଜନ ସମାଜ ପାର୍ଟି ରାଜ୍ୟ ସମ୍ପାଦିକା ସୁନିତା ବିଡ଼ିକା, ରାଜ୍ୟ ସଭାପତି ସଂଜୟ ନାୟକ, ରାଜ୍ୟ ସାଧାରଣ ସମ୍ପାଦକ ଗଙ୍ଗା ଧର ପୁଆଲା, ଜ଼ିଲ୍ଲା ସଭାପତି ପୂର୍ଣ୍ଣ ଟାକିରୀ ନିବେଦନ କରିଛନ୍ତି l

ହାଏ ଦାବି ରେ ଉଲେଖ ରହିଛି ଜେ ରାୟଗଡ ଠାରେ ଏକ ବିଶ୍ଵାସ୍ତରୀୟ ମେଡିକାଲ କଲେଜ ସ୍ଥାପନା, ଜ଼ିଲ୍ଲା ଖଣିଜ ପାଣ୍ଠି ର ସଦପଯୋଗୀ କରି ଜ଼ିଲ୍ଲା ଶିକ୍ଷା, ସ୍ୱାସ୍ଥ୍ୟ ଓ ଉନୟନ ମୂଳକ କାମରେ ଲଗାଇବା, ଜ଼ିଲ୍ଲା ସ୍ତରୀୟ ସରକାରୀ ଚାକିରୀ ରେ ସ୍ଥାନୀୟ ଜ଼ିଲ୍ଲା ର ପ୍ରାର୍ଥୀ ଙ୍କୁ ନିଯୁକ୍ତି, ବେଦାନ୍ତ କୁ ଯେଉଁ ଖଣି ଲିଜ ସୂତ୍ର ରେ ଦିଆଯାଇଛି ତାହାକୁ ରଦ କରିବା, ଚାଷୀଙ୍କୁ କୁଇଣ୍ଟାଲ ପିଛା 5 ହଜାର ଟଙ୍କା ପ୍ରଦାନ କଟନ ( କପା ) ର ମୂଲ୍ୟ 12000 ଟଙ୍କା କୁ ବୃଦ୍ଧି କରିବା, ଏମଜିଏନଆରଜିଏସ ରର 265 ଦିନ କାମ ଦେବା ଏହି ପରି ବିଭିନ୍ନ ଦାବି ଜଣାଇଛନ୍ତି l ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ