ରାଜ୍ୟ ବିଜେଡି ରେ ରାୟଗଡ ଜ଼ିଲ୍ଲା ର ତିନି ୟୁବ ନେତା ଙ୍କୁ ନିଯୁକ୍ତି

ରାଜ୍ୟ ବିଜେଡି ରେ ରାୟଗଡ ଜ଼ିଲ୍ଲା ର ତିନି ୟୁବ ନେତା ଙ୍କୁ ନିଯୁକ୍ତି

ରାଜ୍ୟ ବିଜେଡି ରେ ରାୟଗଡ ଜ଼ିଲ୍ଲା ର ତିନି ୟୁବ ନେତା ଙ୍କୁ ନିଯୁକ୍ତି

ରାୟଗଡ଼ା, (ଅମୁଲ୍ୟ ନିଶଙ୍କ )ଵିଜୁ ଯୁବ ଜନତା ଦଳ ଓ ଵିଜୁ ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ କମିଟି ଘୋଷଣା ହୋଇଛି! ରାୟଗଡ଼ା ଜ଼ିଲ୍ଲା ର ୟୁବ nନେତା ଦେବାଶିଷ ଝାଡେଙ୍ଗା ରାଜ୍ୟ ବିଜେଡି ବରିଷ୍ଠ ଉପସଭାପତି ହୋଇଛନ୍ତି। ସେହିଭଳି ବିଜୁ ଛାତ୍ର ଜନତା ଦଳରେ ବିଷ୍ଣୁ ପ୍ରସାଦ ପଣ୍ଡା ରାଜ୍ୟ କାର୍ଯ୍ୟକାରି ସଭାପତି ଏବଂ ବିନାସକ ପକାଇ ସାଧାରଣ ସମ୍ପାଦକ ହୋଇଛନ୍ତି। ସୂଚନା ଯୋଗ୍ୟ ଜେ ଗତ ସାଧାରଣ ନିର୍ବାଚନ ୨୦୨୪ ପୂର୍ବରୁ ବିଜେଡି ରାୟଗଡ ଜ଼ିଲ୍ଲା ପ୍ର୍ୟବେକ୍ଷକ ଅତୁନ ସବ୍ୟସାଚୀ ନାୟକ ବିନାୟକ ପୋଲାଈ ଙ୍କୁ ବିଜେଡି ଦଳ ରୁ ନୀଳମ୍ବନ କରିଥିଲେ ଯୋଦ୍ୱାର ବିଜେଡି ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା l ଶନିବାର ଶଙ୍ଖ ଭବନ ପକ୍ଷରୁ ବିଧୂବଦ୍ଧ ଚିଠି ଜାରି କରାଯାଇଛି। ଏହି ତିନି ଯୁବନେତା ରାଜ୍ୟସ୍ତରୀୟ ପଦପଦବୀ ପାଇବା ପରେ ଢିଲା ବିଜେଡି ପକ୍ଷରୁ ସଭାପତି ଜଗନ୍ନାଥ ସାରକା, ବରିଷ୍ଠ ନେତା ସୁଧୀର ଦାସ,ଜଗଦୀଶ ପାତ୍ର, ବିନୋଦ ନାୟକ,ସତ୍ୟ ପଣ୍ଡା, ସନ୍ତୋଷ ରଥ, ବୁଲା ପାଢ଼ୀ, ଶୁଭ୍ରା ପଣ୍ଡା, ଧିରୁ ପାଣିଗ୍ରାହୀ, ଅନୁସୟା ମାଝୀ, ସରସ୍ବତୀ ମାଝୀ,ଓ ଅନ୍ୟମାନେ ଶୁଭେଚ୍ଛା ଜଣାଇଛନ୍ତି।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ