ମୋହନା ଉତ୍ସବ ମଶାଲ ଶୋଭା ଯାତ୍ରା ।

ମୋହନା ଉତ୍ସବ ମଶାଲ ଶୋଭା ଯାତ୍ରା ।

ମୋହନା ଉତ୍ସବ ମଶାଲ ଶୋଭା ଯାତ୍ରା ।

ଗଜପତି,୭.୧.(ମନୋଜ ପାଢ଼ୀ) ଗଜପତି ଜିଲ୍ଲା ମୋହନା ବ୍ଳକ ମୋହନା ଉତ୍ସବ ମଶାଲ ଯାତ୍ରା ଶୋଭା ଆରମ୍ଭ ହୋଇ ଅଛି ପୂଜା ଅର୍ଚନା କରି ମହେନ୍ଦ୍ରଗିରି ରୁ କୁନ୍ତୀ ମନ୍ଦିର ରୁ ମଶାଲ ଯାତ୍ରା ବାହାରି ଥିଲା l ମହିନ୍ଦ୍ରଗଡ଼ ଠାରୁ ମୋହନା ଧରି ଆସିଥିଲେ l ଲୁବାର ସିଂ ପଂଚାୟତ, ଚନ୍ଦ୍ରଗିରି ପଂଚାୟତ ଚାନ୍ଦିପୁର ପଂଚାୟତ ସ୍ୱାଗତ କରି ଥିଲେ l ମୋହନା ବ୍ଳକ ଜିପିଓ ଦୀପକ ପ୍ରଧାନ, ଯୋଗାଯୋଗ ଅଧିକାରୀ ସତ୍ୟନାରୟଣ ଭୂୟାଁ,NRG ଲଷ୍ମୀ ପଣ୍ଡା,ମୋହନା ବ୍ଳକ ଅଧ୍ୟକ୍ଷ ରଞ୍ଜୀବ ଶବର, ପେଶା ବ୍ଳକ କୋଡ଼ିନେଟର ବିଶ୍ୱଜିତ ନାୟକ,ମଶାଲ ବ୍ଳକ ପହଂଚିଲା ପରେ ବ୍ଳକ ବିଦ୍ୟାଳୟ ଛାତ୍ର ସ୍ୱାଗତ କରି ଥିଲେ l