ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ। ତାଙ୍କୁ ଦିଲ୍ଲୀ ଏମ୍ସର ଏମରଜେନ୍ସି ୱାର୍ଡରେ ଭର୍ତ୍ତି କରାଯାଇଛି । ୯୨ ବର୍ଷିୟ ମନମୋହନ ସିଂଙ୍କୁ ଆଜି ସନ୍ଧ୍ୟାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଶରୀରର କେଉଁ ଅସୁବିଧା କାରଣରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ ।
Related Posts
ଏମ୍ସ ଭୁବନେଶ୍ୱର ପେଡିଆଟ୍ରିକ ସର୍ଜରି ବିଭାଗରେ କାର୍ଯ୍ୟରତ ସିନିୟର ରେସିଡେଣ୍ଟ(ଶେଷ ବର୍ଷ) ଡ. ମନୀତା ତମାଙ୍ଗ ଦେଶର ମର୍ଯ୍ୟାଦାଜନକ ୟୁସି ଚକ୍ରବର୍ତ୍ତୀ ପୁରସ୍କାର ହାସଲ କରିଛନ୍ତି।
ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ପେଡିଆଟ୍ରିକ ସର୍ଜରି ବିଭାଗରେ କାର୍ଯ୍ୟରତ ସିନିୟର ରେସିଡେଣ୍ଟ(ଶେଷ ବର୍ଷ) ଡ. ମନୀତା ତମାଙ୍ଗ ଦେଶର ମର୍ଯ୍ୟାଦାଜନକ ୟୁସି ଚକ୍ରବର୍ତ୍ତୀ ପୁରସ୍କାର ହାସଲ କରିଛନ୍ତି।…
Mukesh Chandrakar, a journalist from Chhattisgarh, found dead in a septic tank after going missing on January 1.
“Mukesh Chandrakar, a well-known journalist from Chhattisgarh’s Bastar area, went missing on January 1, 2025. Unfortunately, his body was later…
ଗୁଜରାଟ ପୋରବନ୍ଦରରେ ଚପ୍ପର କ୍ରାସ୍ ୩ ମୃତ
ଗୁଜରାଟ:କୋଷ୍ଟଗାର୍ଡର ALH ଧ୍ରୁବ୍ ଦୁର୍ଘଟଣାଗ୍ରସ୍ତ- ନିୟମିତ ଟ୍ରେନିଂ ବେଳେ ଦୁର୍ଘଟଣା!ଗୁଜରାଟ ପୋରବନ୍ଦରରେ ଚପ୍ପର କ୍ରାସ୍; ୩ ମୃତ!