*ବ୍ରହ୍ମଚାରୀ ଙ୍କ ଆତ୍ମହତ୍ୟା।ବଡ଼ବଜାର ଥାନା ଅନ୍ତର୍ଗତ ହରିଡ଼ାଖଣ୍ଡି ରୋଡରେ ଅବସ୍ଥିତ ରାଧାକୃଷ୍ଣ ମଠ ଭିତରେ ଜଣେ ବ୍ରହ୍ମଚାରି ଆତ୍ମହତ୍ୟା କରିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ବ୍ରହ୍ମଚାରୀ ଙ୍କ ଆତ୍ମହତ୍ୟା।
🇹🇭🇪 🇮🇳🇫🇴🇷🇲🇦🇹🇮🇴🇳 🇲🇪🇩🇮🇦
V̲A̲S̲U̲N̲D̲H̲A̲R̲A̲ I̲N̲F̲O̲R̲M̲A̲T̲I̲O̲N̲ A̲N̲D̲ M̲E̲D̲I̲A̲ G̲R̲O̲U̲P̲