ଆଜି କୋରାପୁଟ ଜିଲ୍ଲାର ପଞ୍ଚାୟତ ସମିତି, ବୈପାରିଗୁଡାଠାରେ ‘ଜିଲ୍ଲା ସ୍ତରୀୟ ଜନ ଶୁଣାଣି ଶିବିର’ ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ କୋରାପୁଟ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକଙ୍କ ସହିତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଶୁଣାଣି କରିଥିଲେ।

🇹🇭🇪 🇮🇳🇫🇴🇷🇲🇦🇹🇮🇴🇳 🇲🇪🇩🇮🇦
V̲A̲S̲U̲N̲D̲H̲A̲R̲A̲ I̲N̲F̲O̲R̲M̲A̲T̲I̲O̲N̲ A̲N̲D̲ M̲E̲D̲I̲A̲ G̲R̲O̲U̲P̲