ଗଞ୍ଜାମ ଜିଲ୍ଲାର ବୁଗୁଡ଼ାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରକୋଷ୍ଠର ଉନ୍ନତିକରଣ ଏବଂ ନୂତନ କନଫରେନ୍ସ ହଲର ଆଜି ଶୁଭ ଉଦଘାଟନ ହୋଇଛି।ଗ୍ରାମୀଣ ଉନ୍ନୟନ ଓ ଜନକଲ୍ୟାଣକୁ ଲକ୍ଷ୍ୟ କରି ନିଆଯାଇଥିବା ଏହି ପଦକ୍ଷେପ ମାଧ୍ୟମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆଧୁନିକ ଓ ସୁବିଧାସମ୍ପନ୍ନ କରାଯାଇଛି। ଏହା ଦ୍ୱାରା ଗ୍ରାମାଞ୍ଚଳର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଆହୁରି ଗତିଶୀଳ ହେବା ସହ ଜନସାଧାରଣଙ୍କୁ ଉନ୍ନତ ସେବା ପ୍ରଦାନରେ ସହାୟକ ହେବ ବୋଲି ଅଭିମତ ପ୍ରକାଶ ପାଇଛି।ଗଣେଶ ପାଣିଗ୍ରାହୀ, ରିପୋର୍ଟ, ଗଞ୍ଜାମ।
ବୁଗୁଡ଼ାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରକୋଷ୍ଠର ଉନ୍ନତିକରଣ ଏବଂ ନୂତନ କନଫରେନ୍ସ ହଲର ଆଜି ଶୁଭ ଉଦଘାଟନ ହୋଇଛି।
