ବିଶ୍ୱ ଅନ୍ତର୍ଜାତୀୟ ମହିଳା ଦିବସ ମହିଳା ୱାକର୍ସ କ୍ଳବ ପାଳିତ

ବିଶ୍ୱ ଅନ୍ତର୍ଜାତୀୟ ମହିଳା ଦିବସ ମହିଳା ୱାକର୍ସ କ୍ଳବ ପାଳିତ

ବିଶ୍ୱ ଅନ୍ତର୍ଜାତୀୟ ମହିଳା ଦିବସ ମହିଳା ୱାକର୍ସ କ୍ଳବ ପାଳିତ

ରାୟଗଡ(info media) ଵିଶ୍ଵ ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ରାୟଗଡ ସହର ଜଞ୍ଜା ବତୀ ମହିଳା ୱାକର୍ସ କ୍ଲବ୍ ର ସମସ୍ତ 30ରୁ ଉର୍ଦ୍ଧ ସଦସ୍ୟ ,ଏକାଠି ମିଳିମିଶି ଏହି ଉତ୍ସବ କୁ ବଡ଼ ଧୁମଧାମରେ ପାଳନ କରିଥିଲେ ,ଏଥିରେ ରଙ୍ଗୋଳୀ, ସ୍ପିଡ୍ ୱାକିଂ ପ୍ରତିଯୋଗୀତା କରାଯାଇଥିଲା ଯେଉଁଥିରେ ବିଚାରକ ଭାବରେ ଜଗଦୀଶ ଚନ୍ଦ୍ର ଦୋରା, ଏବଂ କସ୍ତୁରୀ ସାହୁ ଉପସ୍ଥିତ ଥିବାବେଳେ 2ଜଣ ପ୍ରତିଭା ଶାଳୀ ନାରୀ,ପିଙ୍କି ହୁଇକା ଶକ୍ତିଉଟୋଲାନ ରେ ଏବଂ ମହିମା ଗନ୍ତାୟତ ଜଣେ ସଫଳ ଲେଖିକା ଙ୍କୁ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀମତୀ ମୁନି ଆଚାରି,ସମ୍ମାନିତ ଅତିଥି ଶ୍ରୀ ସତ୍ୟବାଦୀ ପତି, ଡକ୍ଟର ଦୁଷ୍ମନ୍ତ୍ କୁମାର ମହାନ୍ତି,ଶ୍ରୀ ଅଭିମନ୍ୟ ନାୟକ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ କୁ ସଭାପତି ଶ୍ରୀମତି ଅନୁଶୟା ମାଝୀ, ସମ୍ପାଦିକା କ୍ୟାପଟେନ ରୀତା ରାଣୀ ମିଶ୍ର, କୋଷା ଧ୍ୟକ୍ଷା ଶ୍ରୀମତୀ ବିଜୟଲକ୍ଷ୍ମୀ ମିଶା,ପରିଚାଳନା କରିଥିବା ବେଳେ ।ଏମ ଜି ଏଫ୍ ରୁବି ରାଣୀ କୁଣ୍ଡୁ, ଏମ ଜି ଏଫ୍ ଅରୁଣା ବେହେରା ,ଉପ ସଭା ପତି ସୁଜ୍ଞଅନି ପାଢ଼ୀ ଓ ସମସ୍ତ ସଦସ୍ୟ ସହ 150 ରୁ ଉର୍ଦ୍ଧ ମହିଳା ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ