ଜଗତସିଂହପୁର ଜିଲ୍ଲାର ବାଲିକୁଦା ତହସିଲ ଅଧୀନ ତଣ୍ଡିକୁଳ ପଞ୍ଚାୟତର ତଣ୍ଡିକୁଳ ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି। ସୁଲୋଚନା ସାହୁଙ୍କ ୪ ବଖରା ଘର ବଜ୍ରପାତରେ ଜଳି ପାଉଁଶ ହୋଇଯାଇଛି।
“ବାଲିକୁଦାରେ ବଜ୍ରପାତରେ ୪ ବଖରା ଘର ଜଳି ଧ୍ୱସ୍ତ”
🇹🇭🇪 🇮🇳🇫🇴🇷🇲🇦🇹🇮🇴🇳 🇲🇪🇩🇮🇦
V̲A̲S̲U̲N̲D̲H̲A̲R̲A̲ I̲N̲F̲O̲R̲M̲A̲T̲I̲O̲N̲ A̲N̲D̲ M̲E̲D̲I̲A̲ G̲R̲O̲U̲P̲