ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି!

ନୂଆ ଶକ୍ତି ଓ ସଂକଳ୍ପ ସହ ଆଗକୁ ବଢ଼ିବୁ: ପ୍ରଧାନମନ୍ତ୍ରୀ ମୋଦି ଭୁବନେଶ୍ୱର: NDAର ବହୁମତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି।ସେ କହିଛନ୍ତି ଯେ ଜନତା ଲଗାତର ତୃତୀୟ ଥର ପାଇଁ ବିଶ୍ବାସ କରିଛନ୍ତି।ଭାରତ ଇତିହାସରେ ଏକ ଅଦ୍ଭୂତପୂର୍ବ ସମୟ।ସ୍ନେହ ଓ ଆଶୀର୍ବାଦ ପାଇଁ ସମସ୍ତଙ୍କ ପ୍ରଣାମ ଜଣାଇ କହିଲେ, “ନୂଆ ଶକ୍ତି ଓ ସଂକଳ୍ପ ସହ ଆଗକୁ ବଢ଼ିବୁ।”

Leave a Reply

Your email address will not be published. Required fields are marked *