ପୂର୍ବତନ ବିଜେଡି ମନ୍ତ୍ରୀ ପଦ୍ମିନୀ ଦିଆନ ଗୁରୁତର।

ପୂର୍ବତନ ବିଜେଡି ମନ୍ତ୍ରୀ ପଦ୍ମିନୀ ଦିଆନ ଗୁରୁତର।

ପୂର୍ବତନ ବିଜେଡି ମନ୍ତ୍ରୀ ପଦ୍ମିନୀ ଦିଆନ ଗୁରୁତର।

କୋରାପୁଟ:ବିଷାକ୍ତ ଖାଦ୍ୟ ଖାଇ ପରିବାରର ତିନି ଗୁରୁତର। ଜଣଙ୍କର ମୃତ ହୋଇଥିବା ସୂଚନା। ମୃତ ମହିଳା ନାମ ପାର୍ବତୀ ମାଝି। ପାର୍ବତୀ ପଦ୍ମିନୀଙ୍କର ସମ୍ପର୍କୀୟ ଅଟନ୍ତି। ଏବେବି ଗୁରୁତର ରହିଛନ୍ତି ପଦ୍ମିନୀଙ୍କ ନଣନ୍ଦ ଏବଂ ଅନ୍ୟ ଜଣେ ସମ୍ପର୍କୀୟ।