ପୂର୍ବତନ ଅଟଳ ବିହାରୀ ବାଜେପି ଙ୍କ ଜନ୍ମଦିନ ପାଳନ ।
ଗଜପତି(ମନୋଜ ପାଢ଼ୀ) ଅଡବା ମଣ୍ଡଳର ସରସ୍ୱତୀ ଶିଶୁମନ୍ଦିର ଠାରେ ପୂର୍ବତନ ଅଟଳ ବିହାରୀ ବାଜେପି ଙ୍କ ଜନ୍ମଦିନ ପାଳନ କରାଗଲା ଅଡବା ମଣ୍ଡଳର ସଭାପତି ch ରାଜେନ୍ଦ୍ର ପାତ୍ର, ଅଡବା ଶିଶୁମନ୍ଦିର ଗୁରୁଜୀ ନାରାୟଣ ମହାପାତ୍ର,ଉପ ସଭାପତି କୁଳ ଭାଇ,ବିଜୟ ପାତ୍ର, ପୂର୍ବତନ ସଭାପତି ବର୍ତମାନ ସାଧାରଣ ସମ୍ପାଦକ ଆଣ୍ଟି ଆଚାରୀ, ସାଧାରଣ ସମ୍ପାଦକ ମୁକ୍ତିମଣ୍ଡପ ଦଣ୍ଡସେନା, ସମ୍ପାଦକ ସୁରର୍ଥ ଦଳପତି,କାମେଶ୍ୱର ଭାଇ ସମସ୍ତେ ଉପସ୍ଥିତ ଅଛନ୍ତି l
