ପି ଏମ ଶ୍ରୀ ସରକାରୀ ( ଏସ ଏସ ଡି )ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ୨୦୨୬ ଉଦଘାଟିତ l

ପି ଏମ ଶ୍ରୀ ସରକାରୀ ( ଏସ ଏସ ଡି )ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ୨୦୨୬ ଉଦଘାଟିତ l

ପି ଏମ ଶ୍ରୀ ସରକାରୀ ( ଏସ ଏସ ଡି )ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ୨୦୨୬ ଉଦଘାଟିତ l

ଗଜପତି, (୩୦/୦୧/୨୬) ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଗୁମ୍ମା ସ୍ଥିତ ପି ଏମ ଶ୍ରୀ ସରକାରୀ (ଏସଏସଡି ) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଓ ବାର୍ଷିକ କ୍ରୀଡା ଉଦଘାଟିତ ହୋଇଯାଇଛି l ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁଲେରାମ ମାରାଣ୍ଡିଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଗୁମ୍ମା ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁନେମି ମଣ୍ଡଳ, ମୁଖ୍ୟ ବକ୍ତା ଭାବେ ତହସିଲଦାର ଶରତ ଶବର, ସମ୍ମାନିୟ ଅତିଥିଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ନୟନ ରଞ୍ଜନ ମଣ୍ଡଳ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମିହିର ଲାଲ୍ ପାଣିଙ୍କ ସହ ସ୍ଥାନୀୟ ସରପଞ୍ଚ ପିତମଣି ରଇତ, ସମିତି ସଭ୍ୟା ସ୍ନିଗ୍ଧା ରାଣୀ ପାଣି, ପ୍ରଧାନ ଶିକ୍ଷକ ଲିଙ୍ଗରାଜ ପାଢ଼ୀ ମଞ୍ଚାସୀନ ଥିଲେ l ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରାଯିବା ପରେ ବାର୍ଷିକ ଉତ୍ସବ ଓ ବାର୍ଷିକ କ୍ରୀଡା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ସାଂସ୍କୃତିକ ଓ ମନରଞ୍ଜନ କାର୍ଯ୍ୟକ୍ରମ ହୋଇଥିଲା l

ଏହି କାର୍ଯ୍ୟକ୍ରମ ସଫଳ କରିବା ପାଇଁ ବିଦ୍ୟାଳୟର ଶିକ୍ଷକଶିକ୍ଷକ ଜି ଆନନ୍ଦ କୁମାର, ମନୋଜ କୁମାର ପଟ୍ଟନାୟକ, ସୁଜାତା ପରିଡ଼ା, ବିଘ୍ନ ରାଜ ମଲିକକେ ଭି ରେଡ୍ଡୀ,ଜିତେନ୍ଦ୍ର ପାଣି, ପିନ୍ ଦାସ ବେବର୍ତ୍ତା, ସନ୍ତୋଷ ଲିମା, ସଂଯୁକ୍ତା ରାଜୁଙ୍କ ସହ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟର ସହଯୋଗ କରିଥିଲେ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ lଗଜପତି ଜିଲ୍ଲା ରୁ ରିପୋର୍ଟ ମନୋଜ କୁମାର ପାଢୀ ।