ପରୀକ୍ଷା କେନ୍ଦ୍ରରେ ଭୟ ଦେଖାଇବାରୁ ଛାତ୍ରୀ ଙ୍କ ଆତ୍ମହତ୍ୟା.

ପରୀକ୍ଷା କେନ୍ଦ୍ରରେ ଭୟ ଦେଖାଇବାରୁ ଛାତ୍ରୀ ଙ୍କ ଆତ୍ମହତ୍ୟା.

ପରୀକ୍ଷା କେନ୍ଦ୍ରରେ ଭୟ ଦେଖାଇବାରୁ ଛାତ୍ରୀ ଙ୍କ ଆତ୍ମହତ୍ୟା.

ଶ୍ରୀରାମ ନଗର ଅଞ୍ଚଳର ଜଣେ ଦଶମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଗତ ଶନିବାର ମାଟ୍ରିକ ଇଂରାଜୀ ପରୀକ୍ଷା ଥିଲା। ସେ ପରୀକ୍ଷାରୁ ଆସି ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ଇଂରାଜୀ ପରୀକ୍ଷା ବେଳେ ଛାତ୍ରୀ ଜଣଙ୍କ କପି କରିଥିଲେ। ପରୀକ୍ଷା କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀ କପି ଧରିବା ସହ ତାଙ୍କୁ ବିଭିନ୍ନ ପ୍ରକାର ଭୟ ଦେଖାଇଥିଲେ। ଫଳରେ ଝିଅ ଜଣଙ୍କ ବଦନାମ ଭୟରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସଠିକ୍ ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ଜଣାପଡିଛି।